Latest Odisha News

BREAKING NEWS

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଉଦଘାଟିତ

ଭୁବନେଶ୍ବର: ଆଜି ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ…

ନବୀନଙ୍କ ନିରବତା ପଛରେ ଏସବୁ କାରଣ

ଭୁବନେଶ୍ବର: ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ବିଜେଡିରେ ଥମୁନି ଝଡ଼ । ରାଜ୍ୟସଭା ସାଂସଦ ମୁନା ଖାଁ ଭୁବନେଶ୍ବର ଫେରିବା ପରେ ସସ୍ମିତ ପାତ୍ରଙ୍କ ବିରୋଧରେ ଅସନ୍ତୋଷ ଝାଡିଛନ୍ତି। ବିମାନବନ୍ଦରରେ ବର୍ଷିବା ପରେ ନବୀନ ନିବାସ ଯାଇଥିଲେ ମୁନା ଖାଁ । ବିଲ ସପକ୍ଷରେ ସସ୍ମିତ…

ମମତାଙ୍କୁ ମାତ୍ ଦେବାକୁ ରାମମନ୍ଦିର !

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ମମତାଙ୍କ ବିଜୟ ରଥ ରୋକିବାକୁ ବିଜେପିର ବଡ଼ ପ୍ଲାନ୍ । ମମତାଙ୍କ ଜଗନ୍ନାଥ ମନ୍ଦିର, ଶୁଭେନ୍ଦୁ ଅଧିକାରୀଙ୍କ ରାମମନ୍ଦିର ! ରାମନବମୀଙ୍କୁ ନେଇ ଗତ କିଛି ଦିନ ଧରି ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭାରେ ବିରୋଧୀ ଦଳ…

ଟାରିଫ୍ ଛାଟ…ସେୟାର ବଜାରରେ ବ୍ଲାକ୍ ମଣ୍ଡେ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ ଷ୍ଟକ ମାର୍କେଟରେ ବ୍ଲଡ ବାଥ୍ । ଭାରତର ସେୟାର ବଜାରରେ ବ୍ଲାକ ମଣ୍ଡେ । ୧୦ସେକେଣ୍ଡରେ ଉଡିଗଲା ୨୦ଲକ୍ଷ କୋଟି । କେବଳ ଭାରତ ନୁହେଁ ବିଶ୍ବ ବଜାରରେ ହାହାକାର । ଟ୍ରମ୍ପଙ୍କ ଟାରିଫ ଘୋଷଣା ଯୋଗୁଁ ସେୟାର ବଜାରରେ ସୁନାମୀ। ସପ୍ତାହର ପ୍ରଥମ ଦିନରେ…

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ମାମଲା, ବଢିଲା ଅନ୍ତରୀଣ ସୁରକ୍ଷା

କଟକ: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗ । ବଢିଲା ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ। ଆସନ୍ତା ମେ ୬ ତାରିଖରେ ହାଇକୋର୍ଟ ଶୁଣାଣି କରିବେ। ସୂଚନାମୁତାବକ, ଟେଣ୍ଡର ଫିକ୍ସିଂ ମାମଲାରେ ଗତ ୧୮ ତାରିଖରେ…

ବଢିବ କି ପେଟ୍ରୋଲ/ଡିଜେଲ ଦର? ବଢିଲା ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ: ବଢିବ କି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର । ପେଟ୍ରୋଲ, ଡିଜେଲ ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ସମ୍ଭାବନା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଭାରତ ସରକାର ଉଭୟ ଇନ୍ଧନ ଉପରେ ପ୍ରତି ଲିଟର ୨ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଖୁବଶୀଘ୍ର…

ଶେଷ ହେଲେ ଅନନ୍ତଙ୍କ ପଦଯାତ୍ରା, ଦ୍ବାରିକାଧୀଶଙ୍କୁ ଦର୍ଶନ କଲେ ଅମ୍ବାନୀ ପରିବାର

ମୁମ୍ବାଇ: ଶେଷ ହେଲା ଅନନ୍ତ ଅମ୍ବାନିଙ୍କ ଦ୍ବାରିକା ପଦଯାତ୍ରା । ଦୀର୍ଘ ୧୩୦ କିମି ଯାତ୍ରା କରି ଶେଷରେ ଦ୍ବାରିକାଧୀଶଙ୍କୁ ଦର୍ଶନ କରିଛନ୍ତି ଅନନ୍ତ । ଅନନ୍ତ ଅମ୍ବାନୀଙ୍କ ସହ ମା’ ନୀତା ଅମ୍ବାନୀ ଓ ପତ୍ନୀ ରାଧିକା ମର୍ଚାଣ୍ଟ ମଧ୍ୟ ଦ୍ଵାରିକାଧୀଶଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ଦର୍ଶନ…

ଭିଟାମିନ୍ ଡି’ ଅଭାବରୁ କାହିଁକି ଦୁର୍ବଳ ହୁଏ ହାଡ? ବୟସ ବୃଦ୍ଧି ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ: ଆପଣମାନେ ପିଲାଦିନେ ନିଶ୍ଚୟ ଶୁଣିଥିବେ ଯେ ଯଦି ଆମେ ଖରାରେ ବସିବା, ତେବେ ଆମର ହାଡ଼ ମଜବୁତ ରହିବ । ସେତେବେଳେ, ଆମେ ଭାବୁଥିଲୁ ଯେ ଏହା କେବଳ ଏପରି କୁହାଯାଉଛି, କିନ୍ତୁ ବୟସ ବଢ଼ିବା ସହିତ, ଆମେ ଶରୀର ବିଷୟରେ ଅନେକ କଥା ବୁଝିବା ଆରମ୍ଭ କରୁ । ବିଶେଷକରି ଯେତେବେଳେ ହଠାତ୍…

“ଏହା ମୋର ଦ୍ଵିତୀୟ ରାଉଣ୍ଡ”, ୭ବର୍ଷ ପରେ ପୁଣି କର୍କଟ ରୋଗର ଶିକାର ହେଲେ ତାହିର

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥା ଚଳଚ୍ଚିତ୍ର ନିର୍ମାତା-ଲେଖିକା ତାହିର କଶ୍ୟପ ପୁଣି ଥରେ ସ୍ତନ କର୍କଟରେ ପୀଡିତ । ୨୦୧୮ ମସିହାରେ ବହୁ ସାହସର ସହ ସେ ସ୍ତନ କର୍କଟ ସହ ଲଢି ଆରୋଗ୍ୟ ଲାଭ କରିଥିଲେ । ଏବେ ପୁଣି ସେ ସେହି ଭୟଙ୍କର ରୋଗରେ ପୀଡିତ । ଏନେଇ ତାହିର ସୋସିଆଲ…

ରାଜ୍ୟରେ ହେବ ୩୨ ବୃହତ୍‌ ଶସ୍ୟ ଭଣ୍ଡାର: ରାଜକୋଷରୁ କମିବ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୨ ବୃହତ ଶସ୍ୟ ଭଣ୍ଡାର। ଫଳରେ ଧାନ ସଂଗ୍ରହ ପରେ ଦୀର୍ଘ ଦିନ ଧରି ଏହାକୁ ମହଜୁଦ ରଖିବା ବାବଦରେ ସରକାରଙ୍କୁ ଆଉ ଭଡ଼ା ଦେବାକୁ ପଡ଼ିବନି। ରାଜ୍ୟ ରାଜକୋଷରୁ ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ। ଭାରତ ସରକାରଙ୍କ ବିଶ୍ୱର ସର୍ବବୃହତ୍‌ ଶସ୍ୟ ଭଣ୍ଡାର ଯୋଜନାରେ…