ଆରସିବି ବିପକ୍ଷ ମ୍ୟାଚରେ ଖେଳି ପାରନ୍ତି ବୁମରାହ
ମୁମ୍ବାଇ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଆଇପିଏଲ ପାଇଁ ଉପଲବ୍ଧ ହୋଇଛନ୍ତି । ଆଘାତ ସମସ୍ୟା ଯୋଗୁ ବୁମରାହ ଏ ପର୍ଯ୍ୟନ୍ତ ଚଳିତ ଆଇପିଏଲରେ ଗୋଟିଏ ମ୍ୟାଚ ଖେଳି ପାରି ନାହାନ୍ତି । ଫିଟ ଘୋଷିତ ହେବା ପରେ ସେ ସୋମବାର ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ…