Latest Odisha News

BREAKING NEWS

ମାଆ ସହ ବିଷ ପିଇଦେଲେ ଭାଇଭଉଣୀ, ଏମ୍‌କେସିଜି ମେଡିକାଲରେ ୩ ମୃତ

ବ୍ରହ୍ମପୁର: ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ଏମ୍‌କେସିଜି ମେଡିକାଲରେ ୩ ଜଣଙ୍କୁ ମୃତ୍ୟୁ ଘୋଷଣା। ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଷପିଇ ମା’ ସହ ୨୦ ବର୍ଷୀୟା ଝିଅ ଓ ୨୩ ବର୍ଷୀୟ ପୁଅର ମୃତ୍ୟୁ। ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି।…

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ରୋମାଣ୍ଟିକ..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଜ୍ୟୋତିଷ ମଧ୍ୟ ରହିଛି । ଏହାଦ୍ବାରା ଆପଣ କୌଣସି ବ୍ୟକ୍ତିର ଆଚରଣ ଓ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିପାରିବେ । ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖର…

ଆସୁଛି ଲଘୁଚାପ, ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୮ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପର ବିଶେଷ ପ୍ରଭାବ ରହିବନି। ୮ରୁ ୧୦ ତାରିଖ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର…

ଶରୀରରେ ଲିଭର ଖରାପ ହେବା କେବେଠୁ ଆରମ୍ଭ ହୁଏ? କ’ଣ ଏହାର ଲକ୍ଷଣ..

ନୂଆଦିଲ୍ଲୀ: ଆପଣ କେବେ ନା କେବେ ଶୁଣିଥିବେ ଯେ କାହାର ଲିଭର ଖରାପ ହୋଇଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କିପରି ଆରମ୍ଭ ହୁଏ? ଆମ ଶରୀର ପୂର୍ବରୁ କୌଣସି ସଙ୍କେତ ଦେଇଥାଏ କି? ପ୍ରାୟତଃ ଆମେ ଛୋଟ ଛୋଟ ଶାରୀରିକ ସମସ୍ୟାକୁ ସାମାନ୍ୟ ଭାବି ଅଣଦେଖା କରିଦେଉ, କିନ୍ତୁ ପରେ ସେଗୁଡ଼ିକ ଏକ…

ସୁନା ରୁପା ହଜିବା ଦ୍ଵାରା ହୁଏ ବହୁତ କ୍ଷତି, ଜାଣନ୍ତୁ…

ଭୁବନେଶ୍ଵର: ଧାର୍ମିକ ଗ୍ରନ୍ଥ ଓ ପୁରାଣ ଅନୁସାରେ  ଶରୀରର କୌଣସି ଅଳଙ୍କାର ହଜିବା ଦୁର୍ଭାଗ୍ୟ ଆଣିଥାଏ।  କୁହାଯାଏ ବୃହଷ୍ପତିଙ୍କ କୋପଦୃଷ୍ଟି ପଡିଲେ ସୁନା ହଜିଥାଏ। ସୁନା ହଜିବା ଦ୍ୱାରା ପାରିବାରିକ କଳହ ଓ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଯାଇଥାଏ। ସେପରି ସୁନା ପାଇବା ମଧ୍ୟ ଖରାପ।…

ପଡିଲା ପ୍ରଭାବ; ପିଏମ ମୋଦୀଙ୍କୁ ଭେଟିଲା ପରେ ୧୪ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା

କଲମ୍ବୋ: ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତର ଗୋଟିଏ ଦିନ ପରେ; ଶ୍ରୀଲଙ୍କା ରବିବାର ଦିନ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟଜୀବୀ ପ୍ରସଙ୍ଗକୁ ମାନବିକ ଦୃଷ୍ଟିକୋଣରୁ ସମାଧାନ କରାଯିବା ଆବଶ୍ୟକ ବୋଲି କହିଥିଲେ ,ଏହାର…

ୱାକଫ ବିଲ୍‌ ସମର୍ଥନ ନେଇ ବିଜେଡି ସୁପ୍ରିମୋଙ୍କୁ ନରସିଂହଙ୍କ ଟାର୍ଗେଟ, ବାହ୍ୟ ଶକ୍ତି କଥା କହି ପ୍ରସନ୍ନ କଲେ ସନ୍ଦେହ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟ ରାଜ୍ୟସଭାରେ ୱାକଫ (ସଂଶୋଧନ) ବିଲ୍‌କୁ ସମର୍ଥନ ଦେବା ନିଷ୍ପତ୍ତି ଦଳ ଭିତରେ ବିଭେଦ ସୃଷ୍ଟି କରିବା ସହ ବିରୋଧୀ ଦଳଗୁଡ଼ିକୁ ଆକ୍ରମଣର ସୁଯୋଗ ଦେଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରବିବାର ଗଣମାଧ୍ୟମ…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପିତ

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ରାଜ୍ୟ…

ବିଜେଡି ସଫା ହୋଇଯିବ, ପରୋକ୍ଷରେ ପାଣ୍ଡିଆନଙ୍କ ନେତୃତ୍ୱକୁ ଟାର୍ଗେଟ କଲେ ବଳଭଦ୍ର ମାଝୀ

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏହାରି ଭିତରେ ସମସ୍ତେ ଛାଇ ଖୋଜୁଥିବାବେଳେ ଓଡିଶା ରାଜନୀତି କିନ୍ତୁ ଆହୁରି ତାତିଛି । ବିଜେପିର ବର୍ତ୍ତମାନ ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ (ବିଜେଡି) ଉପରେ ବର୍ଷିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ବୟାନରେ ବଳଭଦ୍ର ମାଝୀ ଦାବି…

ପୁଣି ଖସିଲା ସୁନା ଦର, ଆସନ୍ତା ସପ୍ତାହରେ ଏତେ ଟଙ୍କା କମିବ

ଭୁବନେଶ୍ୱର : ଲଗାତାର ଖସୁଛି ସୁନା ଦର । ତିନି ଦିନରେ କମିଲାଣି ଅଢ଼େଇ ହଜାର ଟଙ୍କା । ୨୨ କ୍ୟାରେଟ୍‌ ସୁନାର ଦାମ ୮୨ ହଜାର ୮୩୦ ଟଙ୍କା ଥିବା ବେଳେ ୯୦ ହଜାର ୩୬୦ ଟଙ୍କାରେ ପହଞ୍ଚିଛି ୨୪ କ୍ୟାରେଟ ସୁନାର ଦମ୍ । କାହିଁକି କମୁଛି ସୁନା ଦର ? ଏହା କେଉଁ ପର୍ଯ୍ୟନ୍ତ କମିବ ? ତାକୁ ନେଇ…