ଟ୍ରମ୍ପ୍ଙ୍କ ବିରୋଧରେ ବଡ଼ ବିକ୍ଷୋଭ, ଆଗକୁ ହୋଇପାରେ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତେଜିଲା ସ୍ବର । ରାଜରାସ୍ତାରେ ନଜର ଆସିଲେ ହଜାର ହଜାର ଲୋକ । ଜାନୁଆରୀ ୨୦ରେ ରାଷ୍ଟପ୍ରତି ଦାୟିତ୍ବ ସମ୍ଭାଳିବା ପରେ ଟ୍ରମ୍ପଙ୍କ ବିରୋଧରେ ଏହା ସବୁଠୁ ବଡ଼ ବିକ୍ଷୋଭ । ଆମରିକାର ୧୨ଶହରୁ ଅଧିକ ସ୍ଥାନରେ ଲୋକେ…