ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କଲେ ଏକନାଥ ସିନ୍ଦେ
ନୂଆଦିଲ୍ଲୀ: ବୁଧବାର ୨୮ ଜାନୁଆରୀ ସକାଳେ ଅଜିତ ପାୱାରଙ୍କ ଚାର୍ଟର୍ଡ ବିମାନ ବାରାମତିରେ ପହଞ୍ଚିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଅଜିତ ପାୱାର ଓ ପାଇଲଟଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।
ତେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଅସମୟରେ ଘଟିଥିବା…