ପୋକ୍ସୋ ମାମଲା ତଦନ୍ତରେ ଗୁରୁତର ଅବହେଳା: ରାଇରଙ୍ଗପୁର ଅତିରିକ୍ତ ଏସ୍ପିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ…
୧୨୦ ଦିନରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍, ସହଜରେ ଡିଫଲ୍ଟ ଜାମିନ ପାଇଲା ଅଭିଯୁକ୍ତ; କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ଗଲା ଆଇଜିଙ୍କ ରିପୋର୍ଟ
BREAKING NEWS