ଉତ୍ତର ଭାରତରେ ଘନ କୁହୁଡ଼ି; ୨୫୦ରୁ ଅଧିକ ବିମାନ ପ୍ରଭାବିତ, ବିଳମ୍ବରେ ଚାଲୁଛି ଟ୍ରେନ୍
ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହର ସାଙ୍ଗକୁ ଜାରି ରହିଛି ଘନ କୁହୁଡି । ରାସ୍ତାଘାଟରେ ଗାଡି ଚଳାଚଳ ସହ ଶହ ଶହ ବିମାନ ଏବଂ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍ ସେବାକୁ ବାତିଲ କରାଯାଇଛି ।
ଶନିବାର ସକାଳେ ଘନ…