Latest Odisha News

BREAKING NEWS

ବଢୁଛି ଉଦିତ ନାରାୟଣଙ୍କ ଅଡୁଆ, ମାମଲା ରୁଜୁ କଲେ ପ୍ରଥମ ସ୍ତ୍ରୀ

ମୁମ୍ବାଇ: ଉଦିତ ନାରାୟଣ ତାଙ୍କର ସୁମଧୁର କଣ୍ଠସ୍ୱର ଯୋଗୁଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ କିମିଆ କରୁଥିବା ଉଦିତଙ୍କ ସମସ୍ୟା କମିବାର ନାଁ ନେଉନି। ଉଦିତ ନାରାୟଣ ନିକଟରେ ଭାଇରାଲ ହୋଇଥିବା ତାଙ୍କର ଚୁମ୍ବନ ଭିଡିଓ ଯୋଗୁଁ ଖବରରେ ଥିଲେ।…

ଗଡୁଛି ସମୟ ବଢୁଛି ଆଶଙ୍କା: ଉଦ୍ଧାର ପାଇଁ ଏବେବି ଜାରି ରହିଛି ଅପରେସନ

ଭୁବନେଶ୍ଵର: ତେଲେଙ୍ଗାନା ନାଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା ୮ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ଚାଲିଛି ରେସ୍‌କ୍ୟୁ ଅପରେସନ୍। ରାତି ସାରା ଏସ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଟନେଲ୍…

ମହାକୁମ୍ଭରେ ବୁଡ ପକାଇଲେ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍

ପ୍ରୟାଗରାଜ: ସରି ସରି ଆସୁଛି ମହାକୁମ୍ଭ । ହାତରେ ମାତ୍ର ଦିନଟିଏ । ତେଣୁ ଏଭଳି ମୁହୂର୍ତ୍ତକୁ ହାତ ଛଡା ନକରିବା ପାଇଁ ଏବେ, ଶେଷ ସମୟରେ ଏବେ ସଙ୍ଗମକୁ ଛୁଟୁଛି, ଭକ୍ତଙ୍କ ସୁଅ । ଏବେ ପର୍ଯ୍ୟନ୍ତ ପାଖାପାଖି ୬୦ କୋଟି ଲୋକ ମହାକୁମ୍ଭରେ ସାମିଲ ହୋଇସାରିଲାଣି । ଆଉ ଶେଷ ମୁହୂର୍ତ୍ତରେ…

ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍। କୋଟା ଜିଲ୍ଲାର ଜିଲ୍ଲା ଗ୍ରାହକ ବିବାଦ ସମାଧାନ ଅଦାଲତରେ ବିଜେପି ନେତା ଏବଂ ଓକିଲ ଇନ୍ଦ୍ରମୋହନ ସିଂହ ହନିଙ୍କ ଦ୍ୱାରା ଏକ ଆବେଦନ ଦାଖଲ କରାଯାଇଛି। ଏଥିରେ ବିମଲ ପାନ ମସଲାର ପ୍ରଯୋଜକ ଏବଂ ଚଳଚ୍ଚିତ୍ର ଅଭିନେତା…

ପୁଣି ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ: ମାମଲା ରୁଜୁ

ମୁମ୍ବାଇ: କମେଡି ଦିନକୁ ଦିନ କଳା ଦିଗକୁ ଗତି କରୁଥିବା ବେଳେ ପ୍ରତିଦିନ ଏହା ଉପରେ ଆସୁଥିବା ଖବର ଏବେ ସମସ୍ତଙ୍କୁ ଚକିତ କରୁଛି । କେତେବେଳେ ବାପାମାଙ୍କୁ ନେଇ ତ, ଆଉ କେତେବେଳେ ଧର୍ମକୁ ନେଇ, ନିଜ କେମେଡି ମାଧ୍ୟମରେ ପରିହାସ କରୁଛନ୍ତି, କିଛି ଷ୍ଟାଣ୍ଡଅପ୍ କମେଡିଆନ । ଆଉ ଏବେ ପୁଣି ଥରେ…

କିଙ୍ଗଙ୍କ ରାଜୁତି ପୂନର୍ବାର ଆରମ୍ଭ

ଦୀର୍ଘ ଦିନ ହେବ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଥିଲା । କିଙ୍ଗ କୋହଲି ଭାବେ ପରିଚିତ ବିରାଟ ପ୍ରଶଂସକଙ୍କ ମନ ମୁତାବକ ପ୍ରଦର୍ଶନ କରିପାରୁ ନ ଥିଲେ । ତେବେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ…

ମହିଳାଙ୍କ ଉପରେ ଚଢିଗଲା ହାଇୱା; ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦ୍ରାପଡା: ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ସୋମବାର ପୂର୍ବାହ୍ନରେ ତିନିମୁହାଣି ଛକରେ ସଡ଼କ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଶ୍ରଦ୍ଧାଞ୍ଜଳି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ…

ମାର୍ଚ୍ଚ ନୁହେଁ, ଏବେ ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସରକାର ଦେଇଥିବା…

ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି: ଏକାଥରେ ୧୬୦୦ ଛଟେଇ

ନୂଆଦିଲ୍ଲୀ: ସରକାରକୁ ଆସିବା ପରେ ଦେଶରେ ଛୋଟ ବଡ ପରିବର୍ତ୍ତନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଭାରତ ପ୍ରତି ଯେମିତି ତାଙ୍କର ସ୍ବାଭାବ ବଦଳିଯାଇଛି । ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଙ୍ଗ ବୋଲି ସମ୍ବୋଧିତ କରୁଛନ୍ତି, ଆଉ…

ଦିଲ୍ଲୀ ବିଧାନସଭାରେ ରେଖା ସରକାରଙ୍କ ପ୍ରଥମ ଅଧିବେଶନ: ଫୋକସରେ ମହିଳାଙ୍କୁ ୨୫୦୦

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦିଲ୍ଲୀ ଶାସକ ବିଜେପି ବନିଥିବା ବେଳେ ପ୍ରଥମ ଅଧିବେଶନରେ ମହିଳାଙ୍କୁ ୨୫୦୦ ପ୍ରତିଶ୍ରୁତି ଏବଂ ୧୪ ଟି ବିଚାରାଧୀନ ନିୟନ୍ତ୍ରକ ଏବଂ ସିଏଜି ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ…