Latest Odisha News

BREAKING NEWS

ବାଣ ବିସ୍ଫୋରଣରେ ଉଡ଼ିଲା ଛାତ, ଜଣେ ମୃତ

ଜଗତସିଂହପୁର: ବାଣ ଭିଡୁଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଘରର ଛାତ ମଧ୍ୟ ଉଡ଼ିଯାଇଛି।  ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଶୁକ୍ରବାର ରାତିରେ ଏହିପରି ଅଘଟଣ ଘଟିଛି ଜଗତସିଂହପୁର ସଦର ଥାନା…

ନିର୍ବାଚନ ଲଢ଼ିବେନି ଖୋଦ୍ ଦିଲ୍ଲୀ ବିଜେପି ସଭାପତି, ଆପ କହିଲା…

ନୂଆଦିଲ୍ଲୀ : ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀ ରାଜନୀତି ସେତେ ସରଗରମ ହେଉଛି । କେତେବେଳେ ଟିକେଟ ବଣ୍ଟକୁ ନେଇ ଅସନ୍ତୋଷ ଆଉ କେତେବେଳେ ନେତାଙ୍କ ବୟାନକୁ ନେଇ ବିବାଦ । ଆଉ ଏ ସବୁ ଭିତରେ କିଏ କେଉଁଠୁ ନିର୍ବାଚନ ଲଢ଼ିବ ସେନେଇ ବି ଉତ୍ସୁକତା ବଢୁଛି । ଏବେ ଦିଲ୍ଲୀ ରାଜନୀତିରେ ସବୁଠାରୁ…

ଜାତୀୟ ଖୋ ଖୋ ଟିମକୁ ସ୍ପନସର୍ କରିବେ ରାଜ୍ୟ ସରକାର, ଖର୍ଚ୍ଚ ହେବ ୧୫ କୋଟି

ଭୁବନେଶ୍ୱର: ‘ଖୋ ଖୋ’ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପରିଚିତ ହେବ ‘ଖୋ ଖୋ’ ଖେଳ। ବିଶ୍ବ ସ୍ତରରେ ରାଜ୍ୟକୁ ପରିଚିତ କରିବେ ଖେଳାଳି। ଦେଶର ‘ଖୋ ଖୋ’ ଖେଳ ପାଇଁ  ସୁବର୍ଣ୍ଣ ସମୟ ଆସିଛି। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ…

ଭାରତରେ ଅତ୍ୟନ୍ତ ଦାରିଦ୍ର୍ୟ ହ୍ରାସ ପାଇଛି : ଏସବିଆଇ ରିପୋର୍ଟ

ନୂଆଦିଲ୍ଲୀ:ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦାରିଦ୍ର୍ୟ ସଂଖ୍ୟା ହ୍ରାସ ପାଇଛି। ନିକଟରେ ଏସବିଆଇ ଏକ ରିପୋର୍ଟ ପ୍ରକାଶ କରିଛି, ଦେଶର ଗ୍ରାମ ଏବଂ ସହରରେ ଦାରିଦ୍ର୍ୟ ହାର ହ୍ରାସ ପାଇଛି। ଏସବିଆଇ ରିପୋର୍ଟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅନେକ ଅଞ୍ଚଳରେ ଦାରିଦ୍ର୍ୟ ହାର ହ୍ରାସ…

ଟଏଲେଟ୍ ସିଟକୁ କ୍ଷତି ପହଞ୍ଚାଇପାରେ ଟିସୁ ପେପର, କରନ୍ତୁ ଏପରି ସଫା…

ନୂଆଦିଲ୍ଲୀ: ଜାପାନର ଟଏଲେଟ୍ ତିଆରି କମ୍ପାନୀ ଟୋଟୋ ଏକ ପବ୍ଲିକ ସର୍ବିସ ଆନାଉନସମେଣ୍ଟ କରିଥିଲା, ​​ଯେଉଁଥିରେ ସେ କହିଥିଲେ ଯେ, ଟଏଲେଟ୍ ସିଟ୍ କୁ ଟଏଲେଟ୍ ପେପରରେ ପୋଛିବା ଉଚିତ୍ ନୁହେଁ । ଜାପାନର ଖବରକାଗଜ ମେନିଚି ଶିମ୍ବୁନରେ ଏହି ସୂଚନା ଦିଆଯାଇଛ । ରିପୋର୍ଟରେ କୁହାଯାଇଛି ଯେ,…

ଏବେ ବିଦେଶାଗତ ପକ୍ଷୀଙ୍କ ଉପରେ ନଜର ରଖିବ ସାଟେଲାଇଟ

ଭୁବନେଶ୍ବର: ବର୍ତ୍ତମାନ ଶୀତ ଋତୁ ଚାଲିଥିବାବେଳେ, ଏହି ସମୟରେ ଚିଲିକା, ଅଂଶୁପା, ହୀରାକୁଦ ଏବଂ ଭିତରକନିକାକୁ ବହୁ ବିଦେଶ ପକ୍ଷୀଙ୍କ ଆଗମନ ହୋଇସାରିଛି । ବିଭିନ୍ନ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଫାଟିପଡୁଛି ଏହି ସବୁ ହ୍ରଦ ଓ ଏହାର ପାଖଆଖ ପରିବେଶ । ତେବେ…

ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା; ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ବେଲ

ହାଇଦ୍ରାବାଦ: ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳଚକଟା ମାମଲାରେ ତେଲୁଗୁ ସୁପୁରଷ୍ଟାର ଅଲ୍ଲୁ ଅର୍ଜନଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଏହି ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ଗୁରୁତର ହୋଇଥିଲେ । ଏହି ଘଟଣାରେ ହାଇଦ୍ରାବାଦ ସ୍ଥିତ ନାମପଲ୍ଲୀ କୋର୍ଟ ଆଜି…

ହାଇଡ୍ରୋଜେନରୁ ବିଦ୍ୟୁତ ଉତ୍ପାଦନ କରିବ ଚୀନ

ନୂଆଦିଲ୍ଲୀ: ବିଶ୍ବର ଅଧିକାଂଶ ଅଞ୍ଚଳରେ ଜଳ, କୋଇଲା ଏବଂ ଆଣବିକ ଶକ୍ତିରୁ ବିଦ୍ୟୁତ୍ ଉତ୍ପନ୍ନ କରାଯାଉଛି। ବିଦ୍ୟୁତ୍ ଶକ୍ତିର ଚାହିଦା ବଢିବା କାରଣରୁ ପବନ ଶକ୍ତି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏ କ୍ଷେତ୍ରରେ ଗୋଟିଏ ପାଦ ଆଗକୁ ବଢିଛି ଚୀନ। ଏବେ ହାଇଡ୍ରୋଜେନରୁ ବିଦ୍ୟୁତ୍…

‘ଆଳୁ ଯୋଗାଣକୁ ନେଇ ଓଡିଶାକୁ ବ୍ଲାକମେଲ୍ କରୁଥିଲେ ଦିଦି’

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ । ପଶ୍ଚିମବଙ୍ଗ ଆଳୁ ଟ୍ରକ୍‌ କୁ ରାଜ୍ୟର ସୀମାରେ ଅଟକାଇ ଦେଉଥିଲା । ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ଆଉ ବ୍ଲାକମେଲ୍ କରିବାକୁ ସୁଯୋଗ ଦେବୁନି ଏଭଳି କହି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ…

ଦରଦାମ ଆନ୍ଦୋଳନକୁ ନେଇ ବିଜେଡିକୁ ବିଜେପିର କଟାକ୍ଷ, କହିଲା ‘ବିଜୁ ଯାତ୍ରା ଦଳ’

ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୬ ତାରିଖରେ ବିଜେଡିର ଆନ୍ଦୋଳନକୁ କଡ଼ା କଟାକ୍ଷ କରିଛି ବିଜେପି। ବିଜେଡିର ଚାଷୀ କାନ୍ଦ ନାଟକ ଧରାପଡିବା ପରେ ଏବେ ବିଜେଡିର ଦରବୃଦ୍ଧି ନାଟକ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ। ଏନେଇ ଅନିଲ କହିଛନ୍ତି, ବିଜୁ…