Latest Odisha News

BREAKING NEWS

ନୂତନ ନର୍ସିଙ୍ଗ ଏବଂ ରେଡିଓଗ୍ରାଫର ପଦବୀକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବୀକୁ ଅନୁମୋଦନ ଦେଇଛନ୍ତି…

Converted cannot claim SC status: ଧର୍ମ ପରିବର୍ତ୍ତନ କଲେ ମିଳିବ ନାହିଁ ଏସସି/ଏସଟି ମାନ୍ୟତା, ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଧର୍ମ ପରିବର୍ତ୍ତନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜାରି କରିଛନ୍ତି। ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି, ଯେଉଁଥିରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ରାଜ୍ୟର କେତେକ…

ଭୁବନେଶ୍ୱର: ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୧୫…

ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚରମ ଅବହେଳା ଅଭିଯୋଗ। ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ଜଣେ ୧୧ ବର୍ଷ ନାବାଳକର ଜୀବନ ଚାଲିଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ନାବାଳକ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହସ୍ପିଟାଲ ସମ୍ମୁଖରେ…

ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ: ସନାତନ ବିଜୁଳି

ଭୁବନେଶ୍ୱର: ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ ବୋଲି ଶୂନ୍ୟକାଳରେ ବିଜେପି ବିଧାୟକ ସନାତନ ବିଜୁଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଆଗରେ ହସି ଦେଇ ପଛରେ ଛୁରୀ ମାରିବାରେ ମାହିର । ବିଜେଡ଼ି ଛିଡି ଛିଡି ଯାଉଛି । ଶେଷରେ କେବଳ ଦୁଇ ଜଣ ଥିବେ । ଆଉ ସବୁ ପଦ୍ମ…

ବାଲେଶ୍ବରରେ ପୁଣି ଫୁଟିଲା ଗୁଳି, ୨ ଯୁବକ ଗୁରୁତର

ବାଲେଶ୍ବର: ପୁଣି ବାଲେଶ୍ବରରେ ଫୁଟିଲା ଗୁଳି । ବିଳମ୍ବିତ ରାତିରେ ଗୁଳିମାଡ଼ରେ ୨ ଯୁବକ ଗୁରୁତର । ବାଲେଶ୍ବର ଜିଲ୍ଲାର ଅରଡ ବଜାରରେ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମନୋଜ ସାହୁ ଏବଂ କାର୍ତ୍ତିକ ପ୍ରସାଦ। ଜଣକ ବାମ ହାତ ଓ ଆଉ ଜଣକ…

ବିଧାନସଭା ଅଚଳ କରିବାରେ ବିରୋଧୀ ଫଳପ୍ରଦ ହେବେ ନାହିଁ: ଅଶୋକ ମହାନ୍ତି

ଭୁବନେଶ୍ୱର: ଏସିବି ମେଡିକାଲ କଲେଜରେ ଘଟିଥିବା ଦୁର୍ଘଟଣାକୁ ନେଇ ବିରୋଧୀ ବାରମ୍ବାର ବିଧାନସଭା ଅଚଳ କରିବା ହାସ୍ୟାସ୍ପଦ। ସେଥିରେ ବିରୋଧୀ ଦଳ ଫଳବତୀ ହେବେ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ଏସ୍‌ସିବି ମେଡ଼ଇକାଲ କଲେଜ ଘଟଣାକୁ ନେଇ ବିରୋଧୀମାନେ ଅଡ଼ି ବସି ଗୃହକୁ ଅଚଳ…

ଆଇପିଏଲର ୭ ନୂଆ ନିୟମ

ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥର ଆଇପିଏଲରେ ବିସିସିଆଇ କେତେକ ନୂଆ ନିୟମ ଲାଗୁ କରିଛି । ଏହି ନିୟମ ଆଇପିଏଲକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ନିରପେକ୍ଷ କରିବ ବୋଲି ଆଶା କରାଯାଇଛି । ଆସନ୍ତୁ ନଜର ପକାଇବା ଏହି…

Middle East Crisis: “ଯେପରି କୋଭିଡ୍ ସହିତ ଲଢ଼ିଥିଲ ସେହିପରି ପ୍ରସ୍ତୁତ ରୁହ”, କାହିଁକି ଏପରି…

ନୂଆଦିଲ୍ଲୀ: ଉପସାଗରୀୟ ଦେଶଗୁଡ଼ିକରେ ଭାରତୀୟମାନଙ୍କ ପାଇଁ ବିପଦ। ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ ଦେଶକୁ ସତର୍କ ଏବଂ ଏକତା ରହିବାକୁ ଅନୁରୋଧ କରିଛନ୍ତି। ସେ…