Latest Odisha News

BREAKING NEWS

Xi in US: ଜିନପିଙ୍ଗଙ୍କୁ ଖୁସି କରିବାକୁ ସୀମା ଟପିଲେ ଟ୍ରମ୍ପ! ଭାଙ୍ଗିଲେ ପ୍ରୋଟୋକଲ୍; ୧୦୦ ଫୁଟ୍‌ର ରେଡ୍…

ନୂଆଦିଲ୍ଲୀ: ଆମେରିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ। ୧୧ ବର୍ଷ ପରେ ଆମେରିକା ଗସ୍ତରେ ପହଞ୍ଚିଥିବା ଜିନପିଙ୍ଗଙ୍କୁ ନିଜେ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରୋଟୋକଲ୍‌ରୁ ବାହାରି  ଟ୍ରମ୍ପ ନିଜେ ଜଏଣ୍ଟ ବେସ୍…

ଏମ୍ସରେ ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 'ଏକ୍ସ'ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି: "ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା…

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ…

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ 'ଗଭୀର ଅବପାତ' ଗତକାଲି ରାତିରେ ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଜୋରଦାର ପବନ ବହିଛି। ଗଭୀର ଅବପାତ…

ଟିମ୍ ଇଣ୍ଡିଆକୁ ପ୍ରଶଂସାରେ ପୋତିଲେ ପାକିସ୍ତାନ କ୍ରିକେଟ୍ ଟିମର ମୁଖ୍ୟ କୋଚ୍

କରାଚୀ: ଏସିଆନ୍ ଗେମ୍ସ ର ପୁରୁଷ କ୍ରିକେଟ୍ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ଭାରତୀୟ କ୍ରିକେଟ୍ ଦଳର ଭୂୟସୀ ପ୍ରଶଂସା କରିଛନ୍ତି। ବିଶ୍ବ କ୍ରିକେଟ୍‌ରେ ଭାରତୀୟ ଦଳର ଦବ୍‌ଦବାକୁ ସ୍ବୀକାର କରି ପାକ କୋଚ୍ କହିଛନ୍ତି ଯେ, ସୀମିତ ଓଭର କ୍ରିକେଟ୍‌ରେ ବର୍ତ୍ତମାନ…

ଯମୁନା ଏକ୍ସପ୍ରେସୱେରେ ଅଗ୍ନିକାଣ୍ଡ; ବସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ବିମାନବନ୍ଦର ଇଣ୍ଟରଚେଞ୍ଜ ନିକଟରେ ୩୫ କିଲୋମିଟର ମାଇଲଖୁଣ୍ଟରେ ଯମୁନା ଏକ୍ସପ୍ରେସୱେରେ ଏକ ଡବଲ୍-ଡେକର ସ୍ଲିପର୍ ବସ୍ ନିଆଁ ଲାଗିଯାଇଥିଲା। ଫଳରେ ବସ୍ ଭିତରେ ପ୍ରାୟ ନଅ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ…

ରାଜଧାନୀରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ତାୱାରେ ପିଟିପିଟି ମାରିଦେଲା ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ 'ତାୱା'ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିଚୟ…

କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ

ଭୁବନେଶ୍ୱର: ବୁଧବାର ରାତିରେ ଏହି ଗଭୀର ଅବପାତ ଶ୍ରୀକାକୁଲମ୍ ଓ ବିଜୟନଗରମ୍ ମଧ୍ୟରେ ଥିବା କଳିଙ୍ଗପଟ୍ଟନମ୍ ନିକଟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଏହା ଫଳରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୫-୬୫ କିଲୋମିଟର ବେଗରେ ପବନ…

Ganja Packed in Pickle Cans:ଆଚାର ଡବା ଭିତରେ ଗଞ୍ଜେଇ ଚାଲାଣ;୨ ଗିରଫ

ବଲାଙ୍ଗୀର:ନୂଆ ଫଣ୍ଡାରେ ଗଞ୍ଜେଇ ଚାଲାଣ । ଆଚାର ଡବାରେ ଗଞ୍ଜେଇ ପ୍ୟାକିଂ କରି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ସହରର ଉଦୟନଗର ପଡ଼ାରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଭଡ଼ା ଘରେ ଏହି କାରବାର ଚାଲିଥିବା ନେଇ ବଲାଙ୍ଗୀର ଟାଉନ ପୋଲିସ ଖବର ପାଇଥିଲା। ଏହି…

ନିର୍ବାଚନ କମିଶନଙ୍କୁ ନେଇ କ’ଣ ରହିଛି ବିବାଦ ? କିପରି ଟାର୍ଗେଟକୁ ଆସିଲେ CEC ଜ୍ଞାନେଶ କୁମାର

ନୂଆଦିଲ୍ଲୀ: SIR ସମ୍ପର୍କରେ ନିର୍ବାଚନ କମିଶନଙ୍କ ମଧ୍ୟରେ ମତଭେଦ ରିପୋର୍ଟ ପ୍ରକାଶ ପାଇବା ପରେ ବୁଧବାର (ସେପ୍ଟେମ୍ବର ୨୩) ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଆକ୍ରମଣ କରୁଛନ୍ତି ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫଦାରୀ ଦାବି…

ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ: ରୋହିତ, କୋହଲିଙ୍କ ଯୋଗୁ ଟିକେଟ ଚାହିଦା ବୃଦ୍ଧି

ତିରୁଅନନ୍ତପୁରମ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ  ସିରିଜ୍ ପାଇଁ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ତିରୁଅନନ୍ତପୁରମ୍‌ରେ ପହଞ୍ଚିଛନ୍ତି । ନିଜ ପରିବାର ସହ ଲଣ୍ଡନ୍‌ରେ ରହୁଥିବା ବିରାଟ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର…