Latest Odisha News

BREAKING NEWS

ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ…

ଭୁବନେଶ୍ୱର: ରାଜ୍ୟରେ ଏବେ ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଏକଚାଟିଆ କାରବାର ଓ ମନମାନିକୁ ରୋକିବା ପାଇଁ ଏକ ନୂଆ ବିକଳ୍ପ ସାମ୍ନାକୁ ଆସିବାକୁ ଯାଉଛି । ଖୁବଶୀଘ୍ର ଓଡ଼ିଶାର ରାସ୍ତାରେ ନୂତନ ‘ଭାରତ ଟ୍ୟାକ୍ସି’ ସେବା ଆରମ୍ଭ ହେବ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ…

ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ

ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଖାଦ୍ୟରେ ସତେଜ ପନିପରିବାକୁ ସାମିଲ କରିଥାଉ । କିନ୍ତୁ ଆମେ ଖାଉଥିବା ଏହି ସବୁଜ ପନିପରିବା ପ୍ରକୃତରେ ସୁରକ୍ଷିତ ତ? ଏମିତି ଏକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏଲସେଭିୟର ପବ୍ଲିକେସନ୍ସର ପ୍ରସିଦ୍ଧ ପତ୍ରିକା ‘ଏନର୍ଜି…

ରାଜ୍ୟରେ ମହିଳା ଅସୁରକ୍ଷିତ, ନିରବ କାହିଁକି ସରକାର? ନବୀନଙ୍କ ନିର୍ଦ୍ଦେଶରେ କପିଳାସ ଯିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

କପିଳାସ: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ନିକଟରେ ଜଣେ ଯୁବତୀ ଏବଂ ଯୁବକଙ୍କୁ ଅସଦାଚରଣ ତଥା ଆକ୍ରମଣ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ଆଣି ଗୃହ ବିଭାଗ…

ରାତିରେ ଉପକୂଳରେ ତାଣ୍ଡବ ରଚିପାରେ ବାତ୍ୟା: ସମୁଦ୍ର ଯିବାକୁ ବାରଣ, ଉଦ୍ଧାରକାରୀ ଦଳ ଆଲର୍ଟ ମୋଡ୍‌ରେ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଅଧିକ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇଛି। ଏହି ସାମୁଦ୍ରିକ ଝଡ଼କୁ 'ଟ୍ରପିକାଲ୍ ସାଇକ୍ଲୋନ୍ ୦୧ବି' ଭାବେ ନାମିତ କରାଯାଇଥିବା ବେଳେ ଏହା ଆଜି ରାତିରେ ଉପକୂଳ ଅତିକ୍ରମ କରିବ ବୋଲି ଆମେରିକାର ଜଏଣ୍ଟ…

Asian Games 2026 badminton:ବ୍ରୋଞ୍ଜ ଜିତି ଇତିହାସ ସୃଷ୍ଟି କଲେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ;୪୦ ବର୍ଷ ପରେ…

ନୂଆଦିଲ୍ଲୀ:ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳିମାନେ ୨୦୨୬ ଏସୀୟ କ୍ରୀଡ଼ାରେ ସେମାନଙ୍କର ପ୍ରଥମ ପଦକ ଜିତିଛନ୍ତି। ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଦଳକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଆଜି ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚରେ ଭାରତ ଚୀନ୍‌ଠାରୁ ୧-୩…

ବିସିସିଆଇ ସମ୍ପାଦକଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଆଇପିଏଲ୍ ଅକ୍ସନ୍ 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ସମ୍ପାଦକ ଦେବଜୀତ ସାଇକିଆ ସେପ୍ଟେମ୍ବର ୨୩  ଆଇପିଏଲ୍ ଅକ୍ସନ୍‌କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି  । ବିଗତ କିଛି ବର୍ଷ ଧରି ବିଦେଶୀ ମାଟିରେ ଆଇପିଏଲ୍‌ର ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଏଥର ପୁଣି ଥରେ ଏହା ଭାରତକୁ ଫେରିଛି…

୨୮ ବର୍ଷ ତଳର ସେହି ସୁପରହିଟ୍ ଗୀତ: ଯାହା ଥିଲା ଦୂରଦର୍ଶନ ‘ରଙ୍ଗୋଲି’ର ଜୀବନ, ଆଜି ବି ଦର୍ଶକଙ୍କୁ…

ମୁମ୍ବାଇ: ୯୦ ଦଶକର ବଲିଉଡ୍ ଗୀତଗୁଡ଼ିକର କଥା କିଛି ନିଆରା ଥିଲା । ସେତେବେଳେ ପ୍ରତି ରବିବାର ସକାଳେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କାର୍ଯ୍ୟକ୍ରମ 'ରଙ୍ଗୋଲି'କୁ ଦର୍ଶକ ଚାତକ ପରି ଅନେଇ ବସୁଥିଲେ । ସେହି ସମୟର ଏକ ସୁପରହିଟ୍ ଗୀତ ଥିଲା 'ରଙ୍ଗୋଲି'ର ଜୀବନ, ଯାହା ବିନା…

ଭାରତରେ କିପରି ଆରମ୍ଭ ହେଲା କଫି ଟ୍ରେଣ୍ଡ, ଜାଣନ୍ତୁ ଏହାର ରୋଚକ କାହାଣୀ

ନୂଆଦିଲ୍ଲୀ: ପାରମ୍ପରିକ ଦକ୍ଷିଣ ଭାରତୀୟ ଫିଲ୍ଟର କଫି ଠାରୁ ଆରମ୍ଭ କରି ଏସପ୍ରେସୋ, କୈପୁଚିନୋ ଏବଂ କୋଲ୍ଡ ବ୍ରୁ ପରିବେଷଣ କରୁଥିବା ଆଧୁନିକ କାଫେ ପର୍ଯ୍ୟନ୍ତ, କଫି ଭାରତର ଖାଦ୍ୟ ଏବଂ ଜୀବନଶୈଳୀର ଏକ ପ୍ରମୁଖ ଅଂଶ ପାଲଟିଛି। ତଥାପି, ଭାରତରେ କଫିର ଇତିହାସ ଶହ ଶହ ବର୍ଷ ପୁରୁଣା। ଏହା ଜଣେ…

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଗମ୍ଭୀରଙ୍କ ସଙ୍କେତ: ପ୍ରମୁଖ ବ୍ୟାଟରଙ୍କୁ ମିଳିପାରେ ହ୍ୱାଇଟ୍-ବଲ କ୍ରିକେଟରୁ ବ୍ରେକ୍

ନୂଆଦିଲ୍ଲୀ:ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ବହୁ-ଫର୍ମାଟ୍ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକ ବଡ଼ ସଙ୍କେତ ଦେଇଛନ୍ତି । ଟେଷ୍ଟ୍ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ ଓ ପ୍ରସ୍ତୁତିକୁ ପ୍ରାଥମିକତା ଦେବା ପାଇଁ ଭାରତର କିଛି ଶୀର୍ଷ ବ୍ୟାଟରଙ୍କୁ ଦିନିକିଆ…

ଭିଜିଲାନ୍ସ ଜାଲରେ ବରଗଡ଼ କଟାଭାଲ ପିଇଓ: ଆୟଠାରୁ ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ ଲଗାତାର ଜାରି ରହିଛି । ଏହି କ୍ରମରେ ବରଗଡ଼ ଜିଲ୍ଲା କଟାଭାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ନିଜର…