କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ
ଭୁବନେଶ୍ୱର: ରାଜ୍ୟରେ ସରକାରୀ ଦାୟିତ୍ୱହୀନତା କାରଣରୁ ଚାଷୀଙ୍କ ଠାରୁ ଧାନ କିଣିବାରେ ଚରମ ବିଫଳତା ପ୍ରତିଫଳିତ ହେଉଛି। ସରକାରୀ କଳ ଓ ମିଲରଙ୍କ ମଧୁଚନ୍ଦ୍ରିକା କାରଣରୁ କୃଷକ ଶୋଷଣର ଶିକାର ହେଉଛନ୍ତି। କେଉଁଠି ମଣ୍ଡି ଖୋଲୁନାହିଁ ତ କେଉଁଠି ମଣ୍ଡିରେ ଚାଷୀ ଧାନ ଧରି ବସି ରହିଛି । କିଛି…