ମାର୍ଚ୍ଚ ୨୯ରେ ଶନିଶ୍ଚର ଅମାବାସ୍ୟା ; ଏହି ସରଳ ଉପାୟରେ ଦୂର ହେବ ଗ୍ରହ ଦୋଷ
ଭୁବନେଶ୍ବର: ଶନିଦେବ ମାର୍ଚ୍ଚ ୨୯ରେ ରାଶି ପରିବର୍ତ୍ତନ ସହ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିବେ । ୨୯ ମାର୍ଚ୍ଚରେ ଚୈତ୍ର କୃଷ୍ଣ ଅମାବାସ୍ୟା ସହ ଶନିବାର। ତେବେ ଶନିବାର ଅମାବାସ୍ୟା ପଡିଲେ ଏହାକୁ ଶନିଶ୍ଚର ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ।
ଗ୍ରହ ଦୋଷ ,ଶନି ମହାଦଶା, ସାଢେସାତୀ, ଦୈତ୍ୟ…