ଏଥର କିଏ ହେବ ସିକ୍ସର କିଙ୍ଗ
ଆଇପିଏଲ ୨୦୨୫ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । କ୍ରିକେଟର ଏହି ଛୋଟ ଫର୍ମାଟରେ ଦେଖିବାକୁ ମିଳିବ ଫିଲ୍ମ ଷ୍ଟାଇଲରେ ରୋମାଂଚ ଆଉ ଟୁଇଷ୍ଟ । ପ୍ରତ୍ୟେକ ଆଇପିଏଲରେ କିଛି ବ୍ୟାଟ୍ସମ୍ୟାନ ବ୍ୟାଟରୁ ଗର୍ଜିଥାଏ ଛକାର ଗମ୍ଭୀର ଶବ୍ଦ । ଯେମିତି ବୀରେନ୍ଦ୍ର ସେହ୍ୱାଗ, କ୍ରିସ ଗେଲ, ରୋହିତ…