Latest Odisha News

BREAKING NEWS

୪୯ ବର୍ଷ ପରେ ଘରକୁ ଫେରିଲେ, ୮ ବର୍ଷର ବୟସରେ ହଜିଯାଇଥିଲେ

ନୂଆଦିଲ୍ଲୀ: ୪୯ ବର୍ଷ ପରେ ପରିବାର ସହ ମିଶିଲେ ଉତ୍ତର ପ୍ରଦେଶର ୫୭ ବର୍ଷୀୟ ଫୁଲମତି । ୧୯୭୫ ମସିହାରେ ମୋରାଦାବାଦକୁ ମେଳା ଦେଖିବାକୁ ଯାଇଥିବା ବେଳେ ସେ ହଜି ଯାଇଥିଲେ । ହଜି ଯାଇ ନଥିଲେ, ବରଂ ତାଙ୍କୁ ଅପହରଣ କରି ନିଆ ଯାଇଥିଲା । ସେତେବେଳେ ସେ ମାତ୍ର ୮ ବର୍ଷର ହୋଇଥିଲେ । ଜଣେ ବୟସ୍କ…

ଆସିଲା ୨୦୨୪ର ଫୁଡ୍ ଡେଲିଭରୀ ରିପୋର୍ଟ; ହୋସ୍ ଉଡାଇଦେବ ସ୍ବିଗି-ଜୋମାଟୋର ତଥ୍ୟ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ସ୍ବିଗି ୨୦୨୪ ପାଇଁ ଏହାର ତଥ୍ୟ ପ୍ରକାଶ କରିଛି । ଏଥିରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ବର୍ଷ ଅଧିକାଂଶ ଲୋକ କ’ଣ ଖାଇଲେ? କେଉଁ ସହରର ଲୋକମାନେ ଅଧିକ ମଦ ଅର୍ଡର ଦେଇଥିଲେ? କେଉଁ ଦିନ ଅଧିକାଂଶ ଲୋକ ଖାଇଥିଲେ? ଜଣେ ବ୍ୟକ୍ତି ଗୋଟିଏ…

ଜ୍ୟାକଲିନଙ୍କୁ ପୁଣି ପ୍ରେମ ପତ୍ର ଲେଖିଲା ସୁକେଶ, ଦେଲା ଏହି ବଡ ଉପହାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରେମପତ୍ର ଲେଖି ପୁଣି ଥରେ ଚର୍ଚ୍ଚାରେ ମହାଠକ ସୁକେଶ ଚନ୍ଦ୍ରଶେଖର । ଏହି ଚିଠିରେ ସେ ନିଜକୁ ଜାକଲିନଙ୍କ ସାଣ୍ଟା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଫ୍ରାନ୍ସର ଏକ ସମ୍ପୂର୍ଣ୍ଣ ଅଙ୍ଗୁର ବଗିଚା ଉପହାର ଦେଇଥିବା ଲେଖିଛନ୍ତି ।…

ପ୍ରେମିକାଙ୍କ ପାଇଁ ନିଜ କମ୍ପାନିରୁ ସବୁ ଲୁଟିନେଲେ, ଉପହାରରେ ଦେଲେ BMW କାର

ଲକ୍ଷ୍ନୌ : ପ୍ରେମ ପାଇଁ ସବୁ ସାରିଦେଲେ ଯୁବକ । କେବଳ ନିଜ ଆକାଉଣ୍ଟ ଖାଲି କରିନାହାନ୍ତି ସେ କାମ କରୁଥିବା କମ୍ପାନିର ମଧ୍ୟ ଆକାଉଣ୍ଟ ଖାଲି କରିଦେଇଛନ୍ତି । ଆଉ ଏହି ଟଙ୍କାରେ ନିଜ ପ୍ରେମିକାଙ୍କ ପାଇଁ ହୀରା, ବିଳାସପୂର୍ଣ୍ଣ କାର ଏବଂ ୪-ବିଏଚକେ ଫ୍ଲାଟ କିଣି ଦେଇଛନ୍ତି । ଏପରି କାଣ୍ଡ…

ଯୁବକଙ୍କ ଅନ୍ତନଳୀରୁ ବାହାରିଲା ସେଭିଂ ରେଜର୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷ ବୟସ୍କ ଯୁବକ ଏଠାରେ ଥିବା ସାର୍ ଗଙ୍ଗା ରାମ ହସ୍ପିଟାଲରେ ପହଞ୍ଚିଥିଲେ । ଯୁବକ ଜଣକ ତାଙ୍କ ପେଟରେ ଏକ ରେଜର ଥିବା ବିଷୟରେ କହିଥିଲେ । ପ୍ରଥମେ ଡାକ୍ତରମାନେ ଏହାକୁ ବିଶ୍ୱାସ କରିନଥିଲେ । କିନ୍ତୁ ତାଙ୍କ…

ବ୍ରିଟେନ ଛତୁ ଦେଖିଲେ ହେବେ ତାଜୁବ, ଛତୁର ଓଜନ ୫କେଜି

ନୂଆଦିଲ୍ଲୀ: ବେଳେବେଳେ ନିଜରକୁ ଆସିଥିବ ଖାସ୍ କରି ବିଦେଶ ଚାଷୀଙ୍କ କ୍ଷେତରେ ବିଶାଳକାୟ କଖାରୁ ହୋଇଥାଏ ତ ହାତେ ଲମ୍ବାର ଗାଜର , ମୂଳା । ବହୁତ ଚାଷୀଙ୍କ ବିଶାଳକାୟ ପରିବାକୁ ବିଶ୍ବରେକର୍ଡରେ ସାମିଲ ମଧ୍ୟ କରାଯାଇଛି । ଏବେ ଏପରି ଏକ ଛତୁର ଚର୍ଚ୍ଚା ଚାରିଆଡେ ହେଉଛି ଯାହାର ଓଜନ ୫କେଜି ହେବ…

‘ମିସ୍‌ ଟିନ୍‌ ଇଣ୍ଡିଆ’ ହେଲେ ମାଲକାନଗିରିର ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ସୋନାକ୍ଷୀ ମହାପାତ୍ରଙ୍କୁ ମିଳିଛି ବଡ଼ ସଫଳତା। ରାଜ୍ୟକୁ ଗୌରବାନିତ୍ଵ କରିଥିବାରୁ ଛୁଟୁଛି ଶୁଭେଚ୍ଛା ସୁଅ।  ସେ 'ମିସ୍‌ ଟିନ୍‌ ଇଣ୍ଡିଆ' ଉପାଧି ହାସଲ କରିଛନ୍ତି।  ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ସାହିର…

ରାଜମୌଲୀଙ୍କ ୧୦୦୦ କୋଟି ବଜେଟ ଫିଲ୍ମରେ ଅଭିନୟ କରିପାରନ୍ତି ପ୍ରିୟଙ୍କା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମମେକର୍ସ ଏସଏସ ରାଜମୌଲୀ ତାଙ୍କ ଆଗାମୀ ବିଗ ବଜେଟ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାହୂବଳୀ ଓ ଆରଆରଆର ପରେ ଏବେ ତାଙ୍କ ଫିଲ୍ମ ଉପରେ ଆନ୍ତର୍ଜାତୀୟ ଦର୍ଶକଙ୍କ ନଜର ମଧ୍ୟ ରହିଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି…

ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ  କାରଣରୁ ରାଷ୍ଟ୍ରୀୟ  ଶୋକକୁ ଦୃଷ୍ଟିରେ ରଖି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏନେଇ…

କାଜାଖସ୍ତାନ ବିମାନ ଦୁର୍ଘଟଣା ନେଲା ନୂଆ ମୋଡ଼, ସନ୍ଦେହରେ ରୁଷିଆ

ନୂଆଦିଲ୍ଲୀ : କାଜାଖସ୍ତାନ ବିମାନ ଦୁର୍ଘଟଣା ଘଟଣା ନୂଆ ମୋଡ ନେଇଛି । ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଖଣ୍ଡ ବିଖଣ୍ଡିତ ହୋଇ ଜଳି ଯାଇଥିବା ଅଭିଯୋଗ କରିଛନ୍ତି ପାଶ୍ଚାତ୍ୟ ଦେଶ । ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ରୁଷିଆ । ପକ୍ଷୀ ମାଡ଼ରେ ବିମାନ…