ଫେରୁଛନ୍ତି ବେଆଇନ ପ୍ରବାସୀ: ଆସିଲେ ଆଉ ୧୧୯ ଜଣ
ଅମରିତସର: ଘର ବାହୁଡୁଛନ୍ତି ବେଆଇନ ପ୍ରବାସୀ ଭାରତୀୟ । ଆମେରିକା ତଥା ବିଭିନ୍ନ ଦେଶରେ ବେଆଇନ ଭାବରେ ବସବାସ କରୁଥିବା ଭାରତୀୟଙ୍କୁ ପୁଣି ଥରେ ଦେଶ ଫେରାଇ ଆଣୁଛନ୍ତି କେନ୍ଦ୍ର ସରକାର । ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟର ୧୧୯ ଜଣ ଅବୈଧ ପ୍ରବାସୀଙ୍କୁ ଆମେରିକା ଦେଶାନ୍ତର କରିଥିବା ବେଳେ ଆଜି…