Latest Odisha News

BREAKING NEWS

ପୃଥିବୀକୁ ଫେରିଲେ ଏମିତି ହେବ ସୁନୀତାଙ୍କ ଅବସ୍ଥା…      

ନୂଆଦିଲ୍ଲୀ: ପୃଥିବୀକୁ ଫେରିବାକୁ ଦିନ ଗଣୁଛନ୍ତି ସୁନୀତା । ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଲମ୍ବା ସମୟ ୮ ମାସ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବା ପରେ ଏବେ ମାର୍ଚ୍ଚ ମାସରେ ପୃଥିବୀ ଫେରିବା ନେଇ ଚର୍ଚ୍ଚା । କୁହାଯାଉଛି, ମାର୍ଚ୍ଚ ୧୯ରେ ସେମାନେ ପୃଥିବୀ ଫେରିପାରନ୍ତି ।…

ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ମଦ ପିଇବାରେ ଆଗୁଆ ମହିଳା

ନୂଆଦିଲ୍ଲୀ: ଆମ ଦେଶରେ ମଦ୍ୟପାନକୁ ବହୁତ ଖରାପ ବୋଲି ବିବେଚନା କରାଯାଏ । ଲୋକମାନେ ଏହାକୁ ଏକ ଖରାପ ନିଶା ବୋଲି ଭାବନ୍ତି । କିନ୍ତୁ ଏହା ସତ୍ତ୍ୱେ, ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏବେ ମହିଳାମାନେ ମଧ୍ୟ ମଦ୍ୟପାନ କରିବାରେ ପୁରୁଷମାନଙ୍କଠାରୁ ପଛରେ…

‘ବିଜେଡି ନେତା ନ ଚଳାଇଲେ ଧ୍ବଂସ ହୋଇଯିବ ବିଜେଡି’

ଭୁବନେଶ୍ବର: ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲି । ଅନେକ ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରାଯାଇଥିଲା । ହେଲେ ଏବେ ଯଦି ତାହା ପୂରଣ ନହେଉଛି, ତେବେ ଦଳରେ କାହିଁକି ରହିବ ? ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଦଳ ଧ୍ବଂସ ହୋଇଯିବ । କଂଗ୍ରେସ ବରିଷ୍ଠ…

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ

ଭୁବନେଶ୍ଵର: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ । ନୀଳଚକ୍ରରେ ନୂଆ ଅକ୍ଷୟ ଦଣ୍ଡ ଲଗାଇଛନ୍ତି ଚୂନରା ସେବାୟତ । ୧୭ ଫୁଟିଆ ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିଲା । ଶ୍ରୀମନ୍ଦିର…

୨୦୩୪ ଫିଫା ବିଶ୍ୱକପରେ ମଦ ବ୍ୟାନ

ନୂଆଦିଲ୍ଲୀ:ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ୨୦୩୪ ଫିଫା ବିଶ୍ୱକପରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ । ବ୍ରିଟେନରେ ସାଉଦି ଆରବର ରାଷ୍ଟ୍ରଦୂତ ପ୍ରିନ୍ସ ଖାଲିଦ ବିନ ବନ୍ଦର ଅଲ ସାଉଦ ଏହି ସୂଚନା ଦେଇଛନ୍ତି । ପ୍ରଥମ ଥର ଫିଫା ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଶଂସକମାନେ…

ରିଲିଜ ହେବାର ପ୍ରଥମ ଦିନରେ ଛପରଫାଡ୍ ଇନକମ କଲା ‘ଛାବା’

ମୁମ୍ବାଇ: ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ 'ଛାଭା' ୧୪ ଫେବୃଆରୀରେ ସିନେମା ହଲରେ ରିଲିଜ ହୋଇସାରିଛି । ଫିଲ୍ମଟିର ରିଲିଜ୍ ପୂର୍ବରୁ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ନିର୍ମାତାଙ୍କଠାରୁ ଆରମ୍ଭ କରି ଷ୍ଟାର ପର୍ଯ୍ୟନ୍ତ, ସମସ୍ତଙ୍କର ଏହି ଫିଲ୍ମକୁ ନେଇ ବହୁତ ଆଶା…

୧୯ରେ ଦିଲ୍ଲୀରେ ଶପଥ ଗ୍ରହଣ! କିଏ ହେବ ମୁଖ୍ୟମନ୍ତ୍ରୀ…ଏବେ ବି ସସପେନ୍ସ ଜାରି

ନୂଆଦିଲ୍ଲୀ: ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ କରିପାରେ ବିଜେପି । ଏନେଇ ସରକାରୀ ରିପୋର୍ଟରୁ ଜଣାପଡିଛି । ଏହା ପୂର୍ବରୁ ୧୭ ଏବଂ ୧୮ରେ ବିଜେପିର ବିଧାୟକ ଦଳ ବୈଠକ ବସିପାରେ । କିଏ ଦିଲ୍ଲୀ ଶାସନ ଭାର ସମ୍ଭାଳିବ? କାହାକୁ ବାଛିବେ…

ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି: ଜୟନାରାୟଣ

ଭୁବନେଶ୍ଵର: ଦଳରେ ନାହାଁନ୍ତି କିନ୍ତୁ ବିଧାନସଭାରେ ଚାଲୁଛି ପାଣ୍ଡିଆନ୍ ରାଜ୍ । ବିଧାନସଭାରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରମାଣ ଦେଲେ ଜୟନାରାୟଣ । କହିଲେ ଏବେ ବି ବିଜେଡିରେ ଚାଲିଛି ପାଣ୍ଡିଆନଙ୍କ ରାଜ । ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି । ଏବେ ବି ବିଜେଡିରେ…

ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କ ଘୋଟାଲା: ପୂର୍ବତନ ଜେନେରାଲ ମ୍ୟାନେଜରଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ମହାରାଷ୍ଟ୍ରରେ ସକ୍ରିୟ ଥିବା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କକୁ ୬ ମାସ ପାଇଁ ନିଷିଦ୍ଧ କରିଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ଏବଂ ନୂଆ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ ଏହି ବ୍ୟାଙ୍କ…

କେବଳ ଅସମର୍ଥ ମାତାପିତାଙ୍କୁ ଭରଣପୋଷଣ ଦେବେ ପୁଅଝିଅ: ହାଇକୋର୍ଟ

କଟକ: ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ରାୟ ଶୁଣାଇଛନ୍ତି ଯେ, ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ, କେବଳ ଜଣେ ବରିଷ୍ଠ ନାଗରିକ ହୋଇଗଲେ ସନ୍ତାନ ବା ସମ୍ପର୍କୀୟଙ୍କ ନିକଟରୁ…