ଫିଲ୍ମ ଛାଭା ପାଇଁ ଔରଙ୍ଗଜେବଙ୍କ ପ୍ରତି ଜନଆକ୍ରୋଶ ବଢୁଛି: ଫଡନାଭିସ୍
ମୁମ୍ବାଇ: ଫିଲ୍ମ ଛାଭା ପାଇଁ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ପ୍ରତି ଜନସାଧାରଣଙ୍କ ଆକ୍ରୋଶ ବଢୁଛି। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।
ଛାଭା ଚଳଚ୍ଚିତ୍ର ପରେ ଔରଙ୍ଗଜେବଙ୍କ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ମହାରାଷ୍ଟ୍ରକୁ ଶାନ୍ତ ରଖିବାକୁ…