18 ଫେବୃଆରୀରେ ଏଣ୍ଟ୍ରି ମାରିବ Realmeର ନୂଆ ସ୍ମାର୍ଟଫୋନ୍, ଚମତ୍କାର ଫିଚର ସହ ଦମଦାର କ୍ୟାମେରା
Realme P3x 5G : Realme ତାର P3x 5G ସ୍ମାର୍ଟଫୋନ ଭାରତରେ ଲଞ୍ଚିଂ ଡେଟ ଘୋଷଣା କରିଛି। କମ୍ପାନି ଏହାର ଡିଜାଇନ, କଲର ଓ ଉଲବ୍ଧତା ବି ସ୍ପଷ୍ଟ କରିଛି। ଏହି ଫୋନ Realme P3 Pro ସହିତ ଲଞ୍ଚ ହେବ, ଯେଉଁଥିରେ ଗ୍ଲୋ-ଇନ୍-ଦା-ଡାର୍କ ରିୟର ପ୍ୟାନଲ ଓ ସ୍ନାପଡ୍ରାଗନ 7s Gen 3 ଚିପସେଟ ସହିତ…