Latest Odisha News

BREAKING NEWS

ଫିଲ୍ମ ଛାୱା; ମହାରାଣୀ ୟେସୁବାଇ ଭୂମିକାରେ ରଶ୍ମିକା ମନ୍ଦାନା

ନୂଆଦିଲ୍ଲୀ: ମ୍ୟାଡ୍ଡକ୍ ଫିଲ୍ମସ୍ ନିଜର ଆଗାମୀ ଫିଲ୍ମ ଛାୱାରେ  ରଶ୍ମିକା ମନ୍ଦାନାଙ୍କ ଫାଷ୍ଟ ଲୁକ୍ ଜାରି କରିଛି। ଯେଉଁଥିରେ ସେ ଜଣେ ମହାରାଣୀଙ୍କ ଗେଟଅପ୍ ନେଇଛନ୍ତି। ମ୍ୟାଡ୍ଡକ୍ ଫିଲ୍ମସ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିବା ସହ କ୍ୟାପ୍ସନରେ ଉଲ୍ଲେଖ ରହିଛି ଯେ…

ଭୟଙ୍କର ଅଗ୍ମିକାଣ୍ଡ: ଜଳିଗଲା ୧୨ ମହଲା କୋଠା, ୬୬ ମୃତ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ତୁର୍କିର ସ୍କି ରିସୋର୍ଟରେ ଥିବା ଏକ ହୋଟେଲରେ ଭୟଙ୍କ ନିଆଁ ଲାଗିଛି । ଏଥିରେ ୬୬ ଜଣଙ୍କର ମୃତ୍ୟୁ ହୋଇଛ । ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି, ବୋଲୁ ପ୍ରଦେଶର କର୍ତ୍ତଲକାୟା ରିସୋର୍ଟରେ ଏହି…

ବଢ଼ିଲା ପାଚକ-ପାଚିକାଙ୍କ ପାରିଶ୍ରମିକ; ଏଣିକି ମାସକୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର: ପାଚକ, ପାଚିକା ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ…

କ୍ଷୀର ବାଲଟି ପଡ଼ିଯିବାରୁ ରାହୁଲଙ୍କ ବିରୋଧରେ ଏଫଆଇଆର ଦେଲେ ଯୁବକ

ନୂଆଦିଲ୍ଲୀ: କ୍ଷୀର ପଡ଼ିଗଲା ବୋଲି ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହେଲା ମାମଲା । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିହାରରେ ରାହୁଲଙ୍କ ଏମିତ ଏଫଆଇଆର ଦାୟର ହୋଇଛି । ଏଫଆଇଆରରେ ଅଭିଯୋଗ ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ଯୋଗୁଁ ତାଙ୍କର ଗୋଟିଏ କ୍ଷୀର ବାଲ୍ଟି ତଳେ ପଡ଼ିଯାଇଥିଲା। ଏଥିପାଇଁ…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେମିଫାଇନାଲରେ ଜୋକୋଭିଚ

ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଜୋକୋଭିଚ ୪-୬, ୬-୪, ୬-୩ ଓ ୬-୪ ସେଟରେ କାର୍ଲୋସ ଆଲକାରାଜଙ୍କୁ ପରାସ୍ତ କରିଥିଲେ । ୩୭ ବର୍ଷୀୟ…

ଫେବୃଆରୀ ୧୩ରୁ ଓଡିଶା ବିଧାନସଭା ଅଧିବେଶନ, ୧୭ରୁ ବଜେଟ୍

ଭୁବନେଶ୍ୱର: ଫେବୃଆରୀ ୧୩ ତାରିଖରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଫେବୃଆରୀ ୧୭ରେ ଉପସ୍ଥାପନ ହେବ ବଜେଟ୍ । ଏପ୍ରିଲ ୫ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ । ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ…

ଆମେରିକାରେ ବନ୍ଦ ହେଲା ଜନ୍ମଗତ ଅଧିକାର, ଭାରତ ଉପରେ କ’ଣ ରହିବ ପ୍ରଭାବ ?

ନୂଆଦିଲ୍ଲୀ : ଆମେରିକାରେ ବନ୍ଦ ହେଲା ଜନ୍ମଗତ ଅଧିକାର । ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଅନୁସାରେ ୧୮୬୮ ମସିହାରୁ ଏହା ପ୍ରଚଳିତ ଥିଲା । ଅନ୍ୟ ଦେଶର ଦମ୍ପତିଙ୍କର ଯଦି ଆମେରିକାରେ ପିଲା ଜନ୍ମ ହୁଏ, ତେବେ ସେହି ପିଲାଙ୍କୁ ଆମେରିକାର ନାଗରିକତା ମିଳିଥାଏ । ଅଟୋମେଟିକାଲି ଏହି…

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ବାହାରିଲା ଆମେରିକା

ନୂଆଦିଲ୍ଲୀ : ଆମେରିକାର ୪୭ତମ ଏବଂ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପ ନେଇ ନେଇଛନ୍ତି ବଡ଼ ନିଷ୍ପତ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକାକୁ ବାହାର କରି ନେଇଛନ୍ତି ସେ । ଏବେ ପ୍ରଶ୍ନ ଉଠୁଛୁ କ'ଣ ହେବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର... ? ଆମେରିକା…

ଏଣିକି ଓଡିଆରେ ଏମବିଏ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ ଏମବିଏ (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ । ଏନେଇ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଆଇଜିଏନଓୟୁ) ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଏମବିଏପୁସ୍ତକ ପ୍ରସ୍ତୁତ କରିଛି । ଏନେଇ ସୂଚନା…

ମନଦୁଃଖ ସହ ନିଜକୁ ଦାୟୀ କଲେ ସୂର୍ଯ୍ୟକୁମାର

କୋଲକାତା: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ତେବେ ଚାମ୍ପିୟନ୍ସ ଟ୍ରଫି ଦଳରେ ସ୍ଥାନ ପାଇ ନ ଥିବାରୁ ସୂର୍ଯ୍ୟକୁମାର ମନଦୁଃଖ କରିଛନ୍ତି । ଅବଶ୍ୟ ଏଥିପାଇଁ ସେ ନିଜ ପ୍ରଦର୍ଶନକୁ ଦାୟୀ କରିଛନ୍ତି । ସେ…