ଟ୍ରେନିଂ ବେଳେ ବେକରେ ପଡିଲା ୨୭୦ କେଜିର ରଡ୍, ଚାଲିଗଲା ପାୱାରଲିଫ୍ଟରଙ୍କ ଜୀବନ
ଜୟପୁର: ରାଜସ୍ଥାନର ବିକାନେର ଜିଲ୍ଲାରେ ଜଣେ ଜୁନିଅର ବର୍ଗର ଜାତୀୟ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ପାୱାରଲିଫ୍ଟରଙ୍କ ବେକରେ ୨୭୦ କିଲୋଗ୍ରାମର ରଡ୍ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଜିମରେ ଅଭ୍ୟାସ ସମୟରେ ଏହି ଯୁବ ପାୱାରଲିଫ୍ଟର ଯଷ୍ଟିକା ଆଚାର୍ଯ୍ୟ (୧୭)ଙ୍କ…