ଫିଲ୍ମ ‘ଧୂରନ୍ଧର’ରେ ନଜର ଆସିବେ ରଣବୀର ସିଂହ
ମୁମ୍ବାଇ: ଅଭିନେତା ରଣବୀର ସିଂହ ଅପକମିଂ ଫିଲ୍ମ ଧୂରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଫିଲ୍ମଟି ର' ଏଜେଣ୍ଟ ଉପରେ ଆଧାରିତ। ଏଥିରେ ଦର୍ଶକଙ୍କୁ ଆକ୍ସନ ଭରପୂର ମିଳିବ।
ମୁମ୍ବାଇର ସୁଟିଂରେ ଅକ୍ଷୟ ଖାନ୍ନା ଏବଂ ରଣବୀରଙ୍କ ଆକ୍ସନ ସିନ୍…