Latest Odisha News

BREAKING NEWS

ରିଲ୍ସ କରିବା ସମୟରେ ନଦୀରେ ଖସି ପଡିଲେ ଯୁବତୀ

ଢେଙ୍କାନାଳ: ମୋବାଇଲରେ ରିଲ୍ସ ତିଆରି କରିବା ଏବେ ସମସ୍ତଙ୍କ ପାଇଁ ଏକ ପ୍ରକାର ନିଶା ସଦୃଶ ହୋଇଯାଇଛି । ତେବେ ଅନେକ ସମୟରେ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ ପ୍ରସ୍ତୁତ କରିବାବେଳେ ଅସାବଧାନତା କାରଣରୁ ଅକାଳରେ ଜୀବନ ଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଆଜି ସେମିତି ଏକ ଘଟଣା ସାମ୍ନାକୁ ଆସିଛି…

ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ନ ହେବା ପରେ ମୁହଁ ଖୋଲିଲେ କରୁଣ ନାୟାର

ନୂଆଦିଲ୍ଲୀ: ଫେବୃୟାରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ କରୁଣ ନାୟାରଙ୍କୁ ସାମିଲ କରା ନ ଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଘରୋଇ କ୍ରିକେଟରେ କରୁଣ ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ…

ଟ୍ରମ୍ପଙ୍କ ପାରସ୍ପରିକ ଆମଦାନୀ ଶୁଳ୍କ, ଭାରତ ଉପରେ କି ପ୍ରଭାବ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘୋଷଣା, ବଢିଲା ଭାରତର ଚିନ୍ତା । ଭାରତ ସମେତ ସବୁ ବ୍ୟବସାୟିକ ଭାଗିଦାର ଦେଶଙ୍କ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବା ସଂପର୍କିତ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି ଟ୍ରମ୍ପ । ଏହାର ପ୍ରଭାବ ବିଶ୍ବର ବିଭିନ୍ନ…

ଦିଲ୍ଲୀରେ ଓଡ଼ିଶା ଫର୍ମୁଲା !

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ କି? ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଥିଲା । ତେବେ ଦିନ ଗଡିବା…

ସଫଳ ହେଲା ଧାରଣା, ୧୦ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ

ଭୁବନେଶ୍ଵର: ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ସପୋର୍ଟ ଷ୍ଟାଫଙ୍କୁ ବକେୟା ପାଉଣା ଦେବେ ମୋହନ ସରକାର । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ମାସର ବକେୟା ରାଶି । ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ…

ମହାକୁମ୍ଭ ବିଷୟରେ ଅପପ୍ରଚାର କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା ରୁଜୁ

ପ୍ରୟାଗରାଜ: ମହାକୁମ୍ଭକୁ ବଦନାମ କରୁଥିବା ଲୋକଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖରାପ ଏବଂ ନକଲି ଭିଡିଓ ପୋଷ୍ଟ କରି ଗୁଜବ ସୃଷ୍ଟି କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ପୋଲିସ ଏକ ଏଫଆଇଆର ରୁଜୁ କରିଛି । ପୋଲିସ ତଦନ୍ତରୁ…

ମହାକୁମ୍ଭରେ ଗଢି ଉଠିଲା ଅଜବ ଗଜବ ସମ୍ପର୍କ

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ଅବସରରେ, ଗୋଟିଏ ପଟେ ଆସ୍ଥା ଓ ବିଶ୍ୱାସର ବୁଡ଼ ଦିଆଯାଉଥିବା ବେଳେ, ଅନ୍ୟପଟେ ପ୍ରେମର ଫୁଲ ମଧ୍ୟ ଫୁଟିଲା । ଆଜି, ଭାଲେଣ୍ଟାଇନ୍ସ ଡେ ଅବସରରେ, ଆମେ ଆପଣଙ୍କୁ ଏପରି କିଛି ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ନା ଧର୍ମର ଚିନ୍ତା କରୁଥିଲା ନା…

ଓଡିଆ ଅସ୍ମିତା: ଅରୁଣ-ସୂର୍ଯ୍ୟବଂଶୀ କଥା କଟାକଟି

ଭୁବନେଶ୍ଵର: ବିଧାନସଭାରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । କଥା କଟାକଟି ହେଲେ ଶାସକ-ବିରୋଧି । ବିରୋଧୀ ଦଳର ବିଧାୟକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମୁହାଁମୁହିଁ । ଅରୁଣ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ସୂର୍ଯ୍ୟବଂଶୀ । ବିଜେଡି ବିଧାୟକ…

ବାଦ୍ ପଡ଼ିଥିବା ଚାଷୀ ହେବେ ଚିହ୍ନଟ, ମିଳିବ କ୍ଷତିପୂରଣ

ଭୁବନେଶ୍ବର: ବାଦ୍ ପଡିଥିବା ଚାଷୀଙ୍କୁ ପୁଣି ଥରେ ଚିହ୍ନଟ କରାଯାଇ କ୍ଷତିପୂରଣ ଦିଆଯିବ । ବାତ୍ୟା ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ଯଦି ଚିହ୍ନଟ ହୋଇ ବାଦ୍ ପଡ଼ିଛନ୍ତି ତେବେ ତାଙ୍କୁ ଏବେ ବି କ୍ଷତି ପୂରଣ ମିଳିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କୁ କୋଟିଏ ଓ ହାରିଲେ ବି କୋଟିଏ

ନୂଆଦିଲ୍ଲୀ: ଖେଳାଳି ହେବେ ମାଲାମାଲ୍ । ଆଇସିସି(ICC) ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ୨୦୧୭ରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫିର ପୁରସ୍କାର ରାଶି ତୁଳନାରେ ଚଳିତ ବର୍ଷ ୫୩ ପ୍ରତିଶତ ଅଧିକ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଆଇସିସି ଏହି…