ୟୁଟ୍ୟୁବରେ ଭିଡିଓ ପ୍ରକାଶ ନକରି ମଧ୍ୟ ଟଙ୍କା ରୋଜଗାର କରୁଛନ୍ତି ୟୁଟ୍ୟୁବର୍ସ, କିନ୍ତୁ କେମିତି?
ୟୁଟ୍ୟୁବର୍ସମାନେ ନିଜର ଭିଡିଓ ଲୋକମାନଙ୍କୁ ଦେଖାଇ ଟଙ୍କା ରୋଜଗାର କରୁଛନ୍ତି। ଏବେ ସେମାନେ ଭିଡିଓ ପ୍ରକାଶ ନକରି ମଧ୍ୟ ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି। ଅନେକ ୟୁଟ୍ୟୁବର ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍ ସେମାନଙ୍କର ଅବ୍ୟବହୃତ କିମ୍ବା ପ୍ରକାଶିତ ହୋଇନଥିବା ଭିଡିଓଗୁଡ଼ିକୁ ଏଆଇ…