ହସ୍ ମନି ମାମଲା: ଇତିହାସରେ ଦଣ୍ଡିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ୱାସିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ହସ୍ ମନି ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିନା ସର୍ତ୍ତରେ ଛାଡିଛନ୍ତି ମାନହଟ୍ଟନ କୋର୍ଟ । ତେବେ ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ଵେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ନା ଜେଲ ଯିବେ…