Latest Odisha News

BREAKING NEWS

‘ଡ୍ରଗ୍‌ସ ନିଅନ୍ତି ଏଲନ ମସ୍କ’, ଆବ୍ରମସନ୍ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ବାବଦରେ ବଡ଼ ଖୁଲାସା । ମସ୍କଙ୍କ ଆତ୍ମଜୀବନୀ ଲେଖିଥିବା ସେଠ୍ ଆବ୍ରମସନ୍ ଏହି ଖୁଲାସା କରିଛନ୍ତି । ମସ୍କ ଜଣେ ପାଗଳ, ଖୁବ ଶୀଘ୍ର ସେ ଆହୁରି ପାଗଳ ହୋଇଯାଇପାରନ୍ତି । ଅତ୍ୟଧିତ ଡ୍ରଗ୍‌ସ ଖାଇ ଖାଇ ତାଙ୍କ ମାନସିକ ସ୍ଥିତି ଆଦୌ ଭଲ ନାହିଁ ବୋଲି ଆବ୍ରସନ କହିଛନ୍ତି…

ବିଜେପିକୁ ଫେରିଲେ ରଘୁବର ଦାସ

ରାଞ୍ଚି: ପୁଣି ଥରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଲେ । ସେ ଶୁକ୍ରବାର ରାଞ୍ଚିରେ ହଜାର ହଜାର ସମର୍ଥକ ଏବଂ ଦଳର ରାଜ୍ୟ ୟୁନିଟର ପ୍ରମୁଖ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।…

ଅବସର ନେଲେ ବରୁଣ ଆରୋନ

ନୂଆଦିଲ୍ଲୀ: ପେସ ବୋଲର ବରୁଣ ଆରୋନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ଅବସର ନେବା କଥା ଜଣାଇଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ବରୁଣ ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ । ୧୫୦ରୁ ଊର୍ଦ୍ଧ୍ୱ କିଲୋମିଟର ପ୍ରତି ଘଂଟା…

ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ମିମ୍ସ ଭାଇରାଲ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ: ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମତଙ୍କ ସହ ଏକ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିଛନ୍ତି। ଏଥିରେ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା ହୋଇଥିଲା। ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପସନ୍ଦ ଏବଂ ନାପସନ୍ଦ ବିଷୟରେ ମଧ୍ଯ…

ବୈଜ୍ଞାନିକଙ୍କୁ ମିଳିଲା ୧୨ଲକ୍ଷ ବର୍ଷର ପୁରୁଣା ବରଫ, ଜଳବାୟୁ ପରିବର୍ତ୍ତନ ଅଧ୍ୟୟନରେ ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ବରଫ ଆବିଷ୍କାର କରିଛନ୍ତି ଯାହା ପ୍ରାୟ ୧୨ଲକ୍ଷ ବର୍ଷ ପୁରୁଣା ।  ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ, ସେମାନେ ଆଣ୍ଟାର୍କଟିକା ପୃଷ୍ଠରୁ ପ୍ରାୟ ୨.୮ କିଲୋମିଟର ଗଭୀରତାରେ ଖୋଳିବା ଦ୍ୱାରା…

ଉଦୟଗିରି ଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବ ସମାରୋହ, ଯୋଗଦେବେ ୧୫ ଶହ ବୌଦ୍ଧ ଧର୍ମାବଲମ୍ବୀ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବ ସମାରୋହ । ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଅଧିକ ଜାଣିବା ଏବଂ ଆଲୋଚନା ପାଇଁ ‘ଫାଷ୍ଟ ଗୁରୁ ପଦ୍ମସମ୍ଭବ କନକ୍ଳେଭ’ ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୧୨ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ୫…

କୋହଲିଙ୍କ ଯୋଗୁ ଶୀଘ୍ର ଶେଷ ହୋଇଯାଇଥିଲା କି ଯୁବରାଜଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପା ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ଯୁବରାଜ ସିଂ କ୍ୟାରିୟର ଶୀଘ୍ର ଶେଷ ହେବା ନେଇ ପରୋକ୍ଷରେ ବିରାଟ କୋହଲିଙ୍କୁ ଦାୟୀ କରିଛନ୍ତି । କ୍ୟାନ୍ସରରୁ ସୁସ୍ଥ ହେବା ପରେ ଯୁବରାଜ ଫିଟନେସ ନେଇ କିଛି ହାଲକା ମନୋଭାବ ପୋଷଣ କରିବା…

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରେ: ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ ଗାରିମାମୟ ଉପସ୍ଥିତି ଏହି…

କିଛି ଦିନ ଭିତରେ ଆଳୁଦର କମିବ, ଆଳୁରେ ସ୍ୱୟଂସମ୍ପୂର୍ଣ୍ଣ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ବର : ଆଉ କିଛି ଦିନ ପରେ କମିବା ଆଳୁ ଦର। ଆଳୁ ଦର ବୃଦ୍ଧି ସମସ୍ଯାରୁ ମୁକ୍ତି ପାଇବେ ରାଜ୍ୟବାସୀ। ଏକଥା ଆମେ କହୁନୁ। ଏକଥା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।। ସେ କହିଛନ୍ତି, ଅପେକ୍ଷା କରନ୍ତୁ, ଆଉ କିଛି ଦିନର ପରେ ଆଳୁ ଦର କମିଯିବ। ସେ କହିଛନ୍ତି,…

କେମିତି ହୁଅନ୍ତି ନାଗା ସାଧୁ? ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ପ୍ରାୟଗରାଜରେ ମହାକୁମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଧାର୍ମିକ ପରିବେଶ। ମହାକୁମ୍ଭକୁ ନେଇ ବେଶ ଖୁସି ଅଛନ୍ତି ସାଧୁ ସନ୍ଥ। ହେଲେ ଏହି ସବୁ ମଧ୍ୟରେ ନାଗା ସାଧୁଙ୍କ ପରମ୍ପରା ଚର୍ଚ୍ଚାର ବିଷୟ ହୋଇଛି । କେମିତି ହୁଅନ୍ତି ନାଗା ସାଧୁ ? ନାଗା ସାଧୁ ହେବା ପାଇଁ କ'ଣ ରହିଛି…