Latest Odisha News

BREAKING NEWS

ଆସିଲେନି ସରପଞ୍ଚ ଓ ସମିତି ସଭ୍ୟ: କିର୍ମିରାରେ ବାତିଲ ହେଲା ଅନାସ୍ଥା ଭୋଟିଂ

ଝାରସୁଗୁଡ଼ା: କିର୍ମିରାରେ ବାତିଲ ହୋଇଛି ଅନାସ୍ଥା ଭୋଟିଂ।  ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି କିର୍ମିରାରେ ୧୦ଟାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ବାତିଲ ହୋଇଛି। ଅନାସ୍ଥା ଭୋଟିଂ ପୂର୍ବରୁ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସହ ସରପଞ୍ଚ ଏବଂ କିଛି ସମିତି ସଭ୍ୟଙ୍କୁ…

ମୃତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ଅଘୋରୀ ବାବା: କାରଣ ଜାଣିଲେ ହୋଇଯିବେ ତାଜୁବ

ଅଘୋରୀ ସାଧୁମାନେ ମନ୍ଦିରରେ ଥିବା ତୀର୍ଥ ସ୍ଥାନରେ ବାସ କରନ୍ତି। କୁମ୍ଭ ମେଳାରେ ଅଘୋରୀ ସାଧୁମାନଙ୍କୁ ଦେଖିବାକୁ ମିଳିଥାଏ। ଏମିତିରେ ବି ଅଘୋରୀ ସାଧୁମାନେ ରହସ୍ୟମୟ ହୋଇଥାନ୍ତି ଏବଂ ଲୋକେ ସେମାନଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସୁକ ଥାଆନ୍ତି। କିନ୍ତୁ ଅଘୋରୀଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ…

ଫସାଇଲା ଗୁଗୁଲ୍ ମ୍ୟାପ୍; ଭୁଲ୍ ତଥ୍ଯ ଯୋଗୁ ନାଗାଲାଣ୍ଡରେ ପଶିଲା ଆସାମ ପୋଲିସ

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପର ଭୁଲ ତଥ୍ଯ ଯୋଗୁଁ ଆସାମ ପୋଲିସ ନାଗାଲାଣ୍ଡରେ ପହଞ୍ଚି ଯାଇଛି। ସେଠାରେ ହଟହଟା ହେବାରୁ ସହାୟତା ପାଇଁ ପୋଲିସ ଟିମ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଏନେଇ ଆସାମ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ପୂରା…

ଖୋଖୋ ବିଶ୍ବକପ୍: ଭାରତୀୟ ଖୋଖୋ ବିଶ୍ବକପ୍ ଦଳରେ ୩ ଓଡିଆ

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଆଗାମୀ ୧୩ ତାରିଖଠାରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରଥମ ଖୋଖୋ ବିଶ୍ବକପ୍ ଆୟୋଜିତ ହେବ। ଖୋଖୋ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ ଲାଗି ଗୁରୁବାର ଦିନ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି। ତେବେ ଭାରତୀୟ ଦଳରେ ଓଡିଶାରୁ ୩ ଖେଳାଳି ସ୍ଥାନ…

ଫେବୃଆରୀରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା

ଭୁବନେଶ୍ବର: ଆସନ୍ତା ଫେବୃଆରୀରେ ଦୁଇ ଦିନ ବନଦ ରହିବ ବ୍ୟାଙ୍କ । ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯିବ । ତେବେ ମହାସଂଘ ପକ୍ଷରୁ…

ଗୁଜରାଟରେ ଆଉ ଏକ ଏଚଏମପିଭି ମାମଲା: ୮୦ ବର୍ଷୀୟ ବୃଦ୍ଧଙ୍କ ରିପୋର୍ଟ ପଜିଟିଭ୍

ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିବା ଏଚଏମପିଭି ଧୀରେ ଧୀରେ ପୂରା ବିଶ୍ବରେ କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି । ଗୁଜୁରାଟର ଅହମ୍ମଦାବାଦରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଏଚଏମପିଭି ପଜିଟିଭ୍ ଆସିଛି। ତାଙ୍କୁ ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି ଚିକିତ୍ସା କରାଯାଉଛି ।…

ହକି ଇଣ୍ଡିଆ ଲିଗ୍ : କ୍ରମାଗତ ୨ୟ ବିଜୟ ପରେ ଘରୋଇ ଦଳ କଳିଙ୍ଗର ପଏଣ୍ଟ ଟେବୁଲରେ ୩ୟ ସ୍ଥାନ ହାସଲ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଘରୋଇ ଦଳର ଦବଦବା । କ୍ରମାଗତ ୨ୟ ବଜୟ ପରେ ପଏଣ୍ଟ ଟେବୁଲର ୩ୟ ସ୍ଥାନ ହାସଲ କରିଛି ବେଦାନ୍ତ କଳିଙ୍ଗ ଲାନସର୍ସ । ଗୁରୁବାର ଦିନ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗୋନାସିକା ବିପକ୍ଷରେ ନିଜର ପଞ୍ଚମ ମ୍ୟାଚ ଖେଳିଛି କଳିଙ୍ଗ ଲାନସର୍ସ । ମ୍ୟାଚ…

ଦିଲ୍ଲୀ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସିରିଜ୍ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୫ରୁ ଅଧିକ କାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିରିଜି ଦୁର୍ଘଟଣା । ଦିଲ୍ଲୀ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକା ସାଙ୍ଗରେ ପଛକୁ ପଛ ପିଟି ହେଲା ୫ରୁ ଅଧିକ କାର୍ । ଫଳରେ ଏଥିରେ ଅନେକ ଆହତ ହୋଇଛନ୍ତି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଗାଡି ଗୁଡିକ ବହୁ ମାତ୍ରାରେ…

କେତେ ସମୟ ପତ୍ନୀଙ୍କୁ ଦେଖିବ, ୯୦ ଘଣ୍ଟା କାମ କର; ଏଲ୍ ଆଣ୍ଡ ଟି ଅଧ୍ୟକ୍ଷଙ୍କୁ ଜୋରଦାର ଟ୍ରୋଲ୍

ନୂଆଦିଲ୍ଲୀ: ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରହ୍ମଣ୍ୟମ୍ ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ସୋସିଆଲ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ଫିଲ୍ମ ଜଗତରୁ ଆରମ୍ଭ କରି ବ୍ୟବସାୟ ଜଗତ ପର୍ଯ୍ୟନ୍ତ ବଡ଼ ବଡ଼ ବ୍ୟକ୍ତି ତାଙ୍କୁ ସମାଲୋଚନା କରିବାକୁ ମଧ୍ଯ ପଛାଇନାହାନ୍ତି।…

ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଖେଳିବେନି ରାହୁଲ

ନୂଆଦିଲ୍ଲୀ: ଭାରତର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଘରୋଇ କ୍ରିକେଟ ସିରିଜରେ ଖେଳିବେନି । ତାଙ୍କୁ ବିଶ୍ରାମ ଦିଆଯାଇଛି । ଚୟନ କମିଟି ତାଙ୍କୁ ଆଶ୍ୱସନା ଦେଇଛନ୍ତି ଯେ, ଫେବୃୟାରୀରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ନିଶ୍ଚିତ ଭାବେ ଦଳରେ ସାମିଲ କରାଯିବ ।…