ଭାରତ ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଲା ମେଟା, କହିଲା- ଅଜାଣତରେ ହୋଇଛି ଭୁଲ
ନୂଆଦିଲ୍ଲୀ: ମେଟା ଇଣ୍ଡିଆ ଏହାର ସିଇଓ ମାର୍କ ଜୁକରବର୍ଗ ଭାରତ ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଲା ମେଟା। ଫେସବୁକ୍ ପ୍ରତିଷ୍ଠାତା ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ଜୋ ରୋଗାନଙ୍କ ପୋଡକାଷ୍ଟରେ ଭାରତ ବିଷୟରେ କିଛି ଭୁଲ ସୂଚନା ଦେଇଥିଲେ। ଯାହାକୁ ନେଇ ଏକ ସଂସଦୀୟ କମିଟି ମେଟାକୁ…