Latest Odisha News

BREAKING NEWS

ମାଲେସିଆ ଓପନ୍ ବ୍ୟାଡମିଣ୍ଟନ: ସେମିରେ ହାରିଲେ ସାତ୍ତ୍ବିକ-ଚିରାଗ ଯୋଡ଼ି

ନୂଆଦିଲ୍ଲୀ: ମାଲେସିଆ ଓପନ୍ ସୁପର ୧0000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତୀୟ ଯୋଡି ପରାସ୍ତ ହୋଇଛନ୍ତି । ଗତ ଶନିବାର ଦିନ କୁଆଲାଲମ୍ପୁରରେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ଦକ୍ଷିଣ କୋରିଆର ସିୟୋ ସିୟୁଙ୍ଗ-ଜାଏ ଓ କିମ୍ ଓ୍ଵାନ୍-ହୋଙ୍କ ଯୋଡ଼ି ଠାରୁ…

ଛୋଲେ ନେଲା ୨ ଜୀବନ

ନଏଡା: ଛୋଲେ ନେଇଗଲା ଜୀବନ । ଛୋଲେ ପାଇଁ ଉତ୍ତରପ୍ରଦେଶ ନଏଡାର ଏକ ଭଡା ଘରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ପୋଲିସ କହିଛି ଯେ ଶନିବାର ଦିନ ଉତ୍ତର ପ୍ରଦେଶର ନୋଏଡାରେ ଦୁଇ ଜଣ ବ୍ୟକ୍ତିଙ୍କର ଭଡା ଘରୁ ମୃତଦେହ ମିଳିଛି । ରାତିସାରା ଗ୍ୟାସରେ ଛୋଲେ ଗରମ ହେଉଥିବାରୁ…

ଶୀତୁଆ ସନ୍ଧ୍ୟାରେ ଚୁଟ୍‌କିରେ ଘରେ ବନାନ୍ତୁ ଚିକେନ୍ ସୁପ୍

ଭୁବନେଶ୍ଵର: ଶୀତ ଦିନେ ସକାଳେ ସନ୍ଧ୍ୟାରେ ଗରମ ଗରମ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାସ୍ କରି ସନ୍ଧ୍ୟାବେଳେ ସମସ୍ତେ କିଛି ହେଲ୍‌ଦି ଓ ଟେଷ୍ଟି ଖାଇବାକୁ ମନ ବଳାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛୁ ଚିକେନ୍‌ ସୁପ୍‌ ରେସିପି । ଏହା ପାଟିକୁ ଯେମିତି ସୁଆଦିଆ…

ଜିଓ ଏହି ୟୁଜରଙ୍କୁ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ଉପହାର ଦେଇଛି, ଆପଣ ମଧ୍ୟ ଏହାର ଲାଭ ଉଠେଇପାରିବେ

ଭୁବନେଶ୍ବର: ଯଦି ଆପଣ ରିଲାଏନ୍ସ ଜିଓର JioAirFiber ଏବଂ JioFiber ପୋଷ୍ଟପେଡ୍ ବ୍ୟବାହାରକାରୀ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଜିଓ ଏହି ଉପଭୋକ୍ତାମାନଙ୍କୁ ୨୪ମାସ ପାଇଁ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ମେମ୍ବରସିପ୍ ପ୍ରଦାନ କରିଛି । ୮୮୮ ରୁ ୩୪୯୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ…

୧୦ ଘଣ୍ଟାରେ ଦୁନିଆକୁ ବଦଳାଯାଇପାରେ: ୯୦ ଘଣ୍ଟା କାର୍ଯ୍ୟକୁ ନେଇ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର ଦିନ କାମର ଗୁଣବତ୍ତା ଉପରେ ଧ୍ୟାନ ଦେବା ନେଇ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ କାମର ପରିମାଣ ଉପରେ ନୁହେଁ, ଗୁଣବତ୍ତା ଉପରେ ଧ୍ୟାନ ଦିଅ, କାରଣ ଦୁନିଆ ୧୦ ଘଣ୍ଟା ମଧ୍ୟରେ ବଦଳି ପାରିବ। ଦିଲ୍ଲୀରେ ଆୟୋଜିତ…

ଖାଲି ଶୀତ ଦିନ ନୁହେଁ, ଏଣିକି ବର୍ଷସାରା ପଥୋତ୍ସବରେ ଝୁମିବେ ରାଜଧାନୀବାସୀ

ଭୁବନେଶ୍ବର: ଏଣିକି କେବଳ ଶୀତ ଦିନେ ନୁହେଁ, ବର୍ଷ ସାରା ପାଳନ ହେବ ପଥୋତ୍ସବ । ରାଜଧାନୀ ରାଜରାସ୍ତା, ଗଳି କନ୍ଦିରେ ସବୁଠି ସକାଳୁ ସକାଳୁ ଝୁମିବେ ଲୋକେ । ପଥୋତ୍ସବ ନେଇ ବଡ ଘୋଷଣା କରିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି…

ଚାଇନା ଭାଇରସକୁ ନେଇ ବଢିଲା ଟେନସନ୍, ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଚାଇନା ଭାଇରସକୁ ନେଇ ଚିନ୍ତାରେ ସାରା ଦେଶ । ଚୀନରେ ଦେଖା ଦେଇଥିବା ଏଚଏମପିଭି ଭାଇରସ ଏବେ ଧିରେ ଧିରେ ସାରା ବିଶ୍ଵରେ ବ୍ୟାପିବାରେ ଲାଗିଛି । ଆଉ ଏହାରି ଭିତରେ ଭାରତରେ ପ୍ରବେଶ କରିଛି ଏହି ଭାଇରସ୍ । ଯାହାକୁ ନେଇ ଆଲର୍ଟ ମୋଡରେ କେନ୍ଦ୍ର ସରକାର । ସେପଟେ ଏହାକୁ ନେଇ ରାଜ୍ୟରେ…

ମହିଳା ହକିର ନୂଆ ଯୁଗ ଆରମ୍ଭ: ପ୍ରଥମ ମହିଳା ହକି ଇଣ୍ଡିଆ ଲିଗର ଉଦଘାଟନୀ ମ୍ୟାଚ ଖେଳିବ ଓଡିଶା ଓ୍ବାରିୟର୍ସ

ରାଞ୍ଚି:ଆଜି ମହିଳା ହକିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ଜୟପାଲ ସିଂ ଷ୍ଟାଡିୟମରେ ଖେଳାଯିବ । ଦୁଇ ସପ୍ତାହ ଧରି ଏହି ମହିଳା ହକି ଲିଗ୍ ୧୨ ଜାନୁଆରୀରୁ ୨୬ ଜାନୁଆରୀ ଯାଏଁ ଆୟୋଜନ ହେବ । ଇତିହାସରେ ପ୍ରଥମ ହକି ଇଣ୍ଡିଆ ଲିଗ୍ ଖେଳାଯିବ ଗୋଟିଏ…

ଥରାଉଛି ଜାଡ: ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ରାଜ୍ୟରେ ଥରାଉଛି ଜାଡ । ରାତି ତାପମାତ୍ରା କମୁଛି । କାଲୁଆ ଶୀତରେ ଥରୁଛି ଓଡିଶା । ଏଥିସହିତ ସକାଳୁ ସକାଳୁ କୁହୁଡିର ପରସ୍ତ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ରଖିଛି । ଆହୁରି ଦୁଇଦିନ ଏମିତି ଶୀତ ଥରାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଅନ୍ୟପଟେ ରାତିରେ ପାରଦ…

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୦ ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ । ତାଙ୍କ ଶପଥ ଗ୍ରହଣ ସମାରୋହରେ ବିଶ୍ୱର ଅନେକ ବଡ ନେତା ଯୋଗଦେବେ । ଏଥିସହିତ ଭାରତ ପକ୍ଷରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ…