ମହାକୁମ୍ଭ ମେଳା ପାଇଁ ବିଭିନ୍ନ ଜିଲ୍ଲାରୁ ପ୍ରୟାଗରାଜ ଗଡିଲା ବସ୍, ମହିଳାଙ୍କୁ ୫୦% ଛାଡ
ଭୁବନେଶ୍ୱର: ମହାକୁମ୍ଭ ମେଳା ପାଇଁ ସିଧା ଓଡ଼ିଶାରୁ ପ୍ରୟାଗରାଜ ଗଡିଲା ସ୍ୱତନ୍ତ୍ର ବସ୍। ଭିସି ମାଧ୍ୟମରେ ସ୍ଵତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲିଠୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ
ଆଜିଠୁ ସିଧା…