ସରକାରୀ ଚାକିରି ଲୋଭ ଦେଖାଇ ଠକୁଥିଲେ ଠକ ଦମ୍ପତି, ଗିରଫ କଲା ପୋଲିସ
ରାଉରକେଲା: ସରକାରୀ ଚାକିରି ନାଁରେ ଠକୁଥିଲେ ଠକ ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଅନେକ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି । ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ ଏ ନେଇ ଅଭିଯୋଗ ହେବା ପରେ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।…