ପୋଲିସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଷ୍ଟାଇଲ୍ କପି…
ମୁମ୍ବାଇ: ମୁମ୍ବାଇ ପୋଲିସରେ ନିଯୁକ୍ତି ପାଇଁ ଚାଲିଥିବା ଲିଖିତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଛନ୍ତି। ତାଙ୍କୁ ପୋଲିସ ମଧ୍ଯ ଗିରଫ କରିଛି।
'ମୁନ୍ନା ଭାଇ ଏମବିବିଏସ ଫିଲ୍ମ'ର ଏକ କପି ସିନ୍ ଭଳି ପରୀକ୍ଷା ଚାଲିଥିବା ସମୟରେ ଜଣେ ପରୀକ୍ଷାର୍ଥୀ ମାଇକ୍ରୋଫୋନ୍…