ଗବେଷଣାରେ ସଠିକ୍ ଫଳାଫଳ ଦେବ ମେଟାହ୍ୟୁରିଷ୍ଟିକ୍ ଆଲଗୋରିଥିମ
ଭୁବନେଶ୍ୱର: ମେଟାହ୍ୟୁରିଷ୍ଟିକ୍ ଆଲଗୋରିଥିମର ବ୍ୟବହାର କରି ଗବେଷଣା କ୍ଷେତ୍ରରେ କମ୍ ସମୟ ମଧ୍ୟରେ ସଠିକ୍ ଫଳାଫଳ ମିଳିପାରିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ ମତ ଦେଇଥିଲେ। ସୋଆ ଦ୍ୱାରା ପରିଚାଳିତ…