Latest Odisha News

BREAKING NEWS

ବିରିୟାନି ଚାଉଳ ପାଇଁ ବିଶ୍ଵ ପାଗଳ, ଜାଣନ୍ତୁ ଉତ୍ପାଦନ ଦୃଷ୍ଟିରୁ କେଉଁ ରାଜ୍ୟ ରହିଛି ଆଗରେ

ବିରିୟାନି, ଏକ ନାମ ଯାହା ଶୁଣିବା ମାତ୍ରେ ପାଟିରୁ ଲାଳ ବାହାରେ। ଏହି ଖାଦ୍ୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଲୋକପ୍ରିୟ। ବିରିୟାନିର ଇତିହାସ ବହୁତ ପୁରୁଣା ଏବଂ ଏହା ବିଭିନ୍ନ ରାଜ୍ୟ ତଥା ଦେଶରେ ନିଜର ବିଶେଷତା ସହିତ ପ୍ରସ୍ତୁତ। ଏହାର ସ୍ୱାଦ ଏବଂ ସୁଗନ୍ଧ ପଛରେ ସବୁଠାରୁ…

ପ୍ରବାସୀ ଭାରତୀୟ ଦିବସ: ଯୋଗ ଦେବେ ପ୍ରଧାନମନ୍ତ୍ରୀ, ଅତିଥିଙ୍କ ପାଇଁ ହୋମ୍ ଷ୍ଟେ ବ୍ୟବସ୍ଥା

ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ନୂଆବର୍ଷ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରବାସୀ ଭାରତୀୟ ଅଷ୍ଟମ ସଂସ୍କରଣ ଆୟୋଜିତ ହେବାକୁ ଯାଇଛି । ଏଥିପାଇଁ ଆସନ୍ତା ବର୍ଷ ଜାନୁଆରୀ ୭ରୁ ୧୧ ତାରିଖ ଭିତରେ ଭୁବନେଶ୍ବରରେ…

ଶୈଳବାଳା ଓ ଶମ୍ଭୁଦୟାଲ ପାଇବେ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର

କଟକ: ଆସନ୍ତା ୧୪ ତାରିଖରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହେବ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର । ଏହି ଅବସରରେ ପ୍ରସିଦ୍ଧ ଶିଶୁ ସାହିତ୍ୟିକ ସ୍ୱର୍ଗତ ରାମକୃଷ୍ଣ ନନ୍ଦଙ୍କ କନ୍ୟା ସ୍ବର୍ଗତା ଶୈଳବାଳା ମହାପାତ୍ର ଓ ଫୁଲେଶ୍ୱରୀ ବିହାର, ଭୁବନେଶ୍ୱରନିବାସୀ…

ଅଧାରୁ ଯିବାର ଥିଲେ ଆସନାହିଁ; ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଏମିତି କହିଲେ ସୋନୁ… 

ଜୟପୁର: ପ୍ରସିଦ୍ଧ ଗାୟକ ସୋନୁ ନିଗମ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ନିକଟରେ ରାଜସ୍ଥାନରେ ଏକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ସମେତ ଅନେକ ନେତା ମଧ୍ଯ ଉପସ୍ଥିତ ଥିଲେ।ଏଠାରେ ସୋନୁ ନିଗମ ପ୍ରଦର୍ଶନ କରିଥିଲେ।…

୨୦୦ ଫୁଟ ତଳକୁ ଖସିଲା ବସ, ଅନେକ ମୃତ ଆଶଙ୍କା

ସିମଲା: ହିମାଚଳ ପ୍ରଦେଶର କୁଲୁରେ ଏକ ଘରୋଇ ବସ୍ ୨୦୦ ଫୁଟ ତଳକୁ ଖସି ପଡିଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହି ଘରୋଇ ବସ୍ କୁଲୁର ଅନିରୁ ଛତ୍ରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଶକେଲହରରେ ପହଞ୍ଚିବା ପରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।…

ଏଣିକି ଯାତାୟାତ ହେବ ଆହୁରି ସରଳ, ଭୁବନେଶ୍ୱର ରାଜରାସ୍ତାରେ ଗଡ଼ିବ ଏହି ନାଲି ବସ

ଭୁବନେଶ୍ୱର: ଏଣିକି ଯାତାୟାତ ହେବ ଆହୁରି ସରଳ l ବସ ଭିଡକୁ ନେଇ ଏବେ ଆଉ ହନ୍ତସନ୍ତ ହେବେନି ଯାତ୍ରୀ l କାରଣ ଖୁବଶୀଘ୍ର ଭୁବନେଶ୍ୱରରେ ଚାଲିବାକୁ ଯାଉଛି ଡବଲ୍ ଡେକର୍ ଇ-ବସ୍ l ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ l ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା କ୍ରୁଟ l…

୧୫୧ ଟେଷ୍ଟ ପରେ ସଚିନଙ୍କ ସହ ରୁଟଙ୍କ ତୁଳନା

ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ସଚିନଙ୍କ ସହ ରୁଟଙ୍କୁ ଏବେ ତୁଳନା କରାଯାଉଛି । ତେବେ ଏହା ପୂର୍ବରୁ ୧୫୧ ଟେଷ୍ଟ…

ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କଲା ପାରାଦ୍ଵୀପ ବନ୍ଦର । ତେବେ ଗତବର୍ଷ…

ଅଜବ ଗଜବ: ଛୋଟ ଶିଶୁର ଭ୍ରମ ସୃଷ୍ଟି କରୁଛି ଏହି ଅଜବ ଫୁଲ

ଭୁବନେଶ୍ୱର: ଅଜବ ଆମର ଏ ପ୍ରକୃତି । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବ ଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ ବି ଅଛି । ଜୀବ ଜଗତରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ହିଁ ତ…

ପଦରୁ ହଟିପାରିବେ କି ଉପରାଷ୍ଟ୍ରପତି? କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ..

ନୂଆଦିଲ୍ଲୀ: ବିଶ୍ବାସଭାଜନ ହୋଇପାରୁନାହାନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଧନକଡଙ୍କ ବିରୋଧରେଏବେ ନୋ କନଫିଡେନ୍ସ ମୋସନ ତଥା ଅନସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି କଂଗ୍ରେସ । ଏନେଇ ଇଣ୍ଟି-ମେଣ୍ଟର ଦଳମାନେ ଧନକଡଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ପ୍ରସ୍ତାବ…