Latest Odisha News

BREAKING NEWS

ଲକ୍ଷ୍ନୌର ୧୦ ହୋଟେଲକୁ ବୋମାରେ ଉଡ଼ାଇବାକୁ ଧମକ

ଲକ୍ଷ୍ନୌ: ଗୁଜୁରାଟ ପରେ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅନେକ ହୋଟେଲକୁ ବୋମା ଧମକ ମିଳିଛି। ପ୍ରାୟ ୧୦ଟି ହୋଟେଲକୁ ଉଡ଼ାଇବା ପାଇଁ ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଦେଇଛି। ଏହି ହୋଟେଲ ଗୁଡ଼ିକ ମଧ୍ଯରେ…

ଦୀପାବଳିରେ ନିଜକୁ ଦିଅନ୍ତୁ ଷ୍ଟାଇଲିଶ୍‌ ଲୁକ୍‌

ଭୁବନେଶ୍ଵର: ଆଲୋକର ପର୍ବ ଦୀପାବଳି। ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସ ଆଣିଥାଏ ଏହି ପର୍ବ। ଏଣୁ ଲୋକେ ଏହି ଅବସରକୁ ମନ ଖୋଲି ପାଳନ କରିବାକୁ ଚାହିଁଥାନ୍ତି। ଘରର ସଫେଇ ଓ ସାଜସଜ୍ଜାଠାରୁ ଆରମ୍ଭ କରି ରୂପସଜ୍ଜା ପର୍ଯ୍ୟନ୍ତ ସବୁ ଦିଗରେ ଧ୍ୟାନ ଓ ଧନ ଖର୍ଚ୍ଚ କରିଥାନ୍ତି। ଭଳି କି ଭଳି…

ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ: ଓମ୍ ବିର୍ଲା

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ରାଜଭବନଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ…

ଲୁହା ଭଳି ମଜଭୁତ୍ ହେବ ହାଡ, ଗଣ୍ଠି ଯନ୍ତ୍ରଣା ତ ଭୁଲି ଯିବେ..ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ବର: ଆମ ଶରୀରର ଢାଞ୍ଚା ହାଡ ଦ୍ବାରା ହିଁ ଗଠିତ । ଯଦି ହାଡରେ କିମ୍ବା ଏହାର ଜଏଣ୍ଟ ସ୍ଥାନରେ କିଛି ବି ସମସ୍ୟା ହୁଏ ତାହାଲେ ଆମ ପୂରା ଶରୀର ବ୍ୟଥା ହେବାକୁ ଆରମ୍ଭ କରେ । ପ୍ରାୟତଃ ୩୦ ପରେ ହାଡ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ । କାରଣ ୩୦ ପରେ ଆମ  ବୋନ୍ ଡେନସିଟି ଧିରେ ଧିରେ…

ମନ୍ କି ବାତ୍: ଫ୍ରଡ୍‌ କଲ୍‌‌ରୁ ବଞ୍ଚିବା ପାଇଁ ମୋଦି ଦେଲେ ୩ଟି ସୂତ୍ର

ନୂଆଦିଲ୍ଲୀ: ଆଜି ‘ମନ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଦେଶବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ ଦେଖାଇ ସଚେତନ କରିଛନ୍ତି । ସାଇବର ଫ୍ରଡ୍‌କୁ ନେଇ ଅନେକ ଟିପ୍ପଣୀ ମଧ୍ୟ ଦେଇଛନ୍ତି।…

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏନସିପି

ମୁମ୍ବାଇ: ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏନସିପି। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚାରି ଜଣଙ୍କୁ ଟିକେଟ୍ ପ୍ରଦାନ କରିଛି। ଏହି ତାଲିକା ସହ ଏନସିପି ୪୯ ଜଣ…

ଏହି ପ୍ରାଣୀଙ୍କ ପେଟରୁ ମିଳେ ବହୁ ମୁଲ୍ୟବାନ ମୋତି, ଜାଣନ୍ତୁ ଏହାର ଗଠନ ଶୈଳୀ

ଭୁବନେଶ୍ଵର: ସମୁଦ୍ର ମନୁଷ୍ୟକୁ ଅନେକ ପ୍ରକାରର ବହୁମୁଲ୍ୟ ଜିନିଷ ଦେଇଥାଏ । ସେଥିମଧ୍ୟରୁ ଗୋଟେ ହେଉଛି ମୋତି । ଏହାର ସୁନ୍ଦରତା ଏବଂ ଉଜ୍ବଳତା ପାଇଁ ଏହା ସମସ୍ତଙ୍କର ପସନ୍ଦ । କିନ୍ତୁ କଣ ଆପଣ ଜାଣନ୍ତି ଏହି ବହୁମୂଲ୍ୟ ଜିନିଷଟି ସମୁଦ୍ରରେ ରହୁଥିବା ଏକ ପ୍ରଣୀର ପେଟରୁ ବାହାରିଥାଏ । ତେବେ…

ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା, ରେକର୍ଡ ହେବ କିଏ କହୁଛି ସତ…

ଭୁବନେଶ୍ବର: ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିବେ । ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଛି କମିଶନରେଟ…

ସଲମାନ କ୍ଷମା ମାଗିନିଅ, ନହେଲେ ଲରେନ୍ସ କେତେବେଳେ ମାରିଦେବ: ରାକେଶ ଟିକାୟତ

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ କୃଷକ ନେତା ରାକେଶ ଟିକାୟତ ସଲମାନ ଖାନଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ଅଭିନେତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ତାହା ନକରନ୍ତି ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ। ସେ ଆହୁରି…

ଅବାସ୍ତବିକ ଭଲପାଇବା: ସଫଳ ନହେବାରୁ ଜୀବନ ହାରିଲେ ନାବାଳକ

ନୂଆଦିଲ୍ଲୀ: ପ୍ରେମରେ ପ୍ରତାରଣା କିମ୍ବା ବିଫଳ ହେବା ପରେ ଜଣେ ନିଜର ଜୀବନ ହାରିବା କଥା ତ ଆପଣ ଶୁଣିଥିବେ । ସେମିତି ଜଣେ ୧୪ ବର୍ଷର ପୁଅକୁ ପ୍ରେମ ହେଲା, ପ୍ରେମ କେବେବି ମିଳିବନି ଜାଣିବା ପରେ ସେ ନିଜର ଜୀବନ ହାରିଦେଇଛି । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ? ଆଜିକାଲିତ ଏଭଳି ଅନେକ ଘଟଣା…