ନୂଆବର୍ଷରେ ନନ୍ଦନକାନନ ବୁଲିଲେ ୩୬ ହଜାର ପର୍ଯ୍ୟଟକ
ଭୁବନେଶ୍ବର: ନୂଆବର୍ଷ ଅବସରରେ ଭୁବନେଶ୍ବର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ନୂଆବର୍ଷର ଆଜିର ଦିନରେ ପ୍ରାୟ ୩୬ ହଜାର ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଥିବା ସୂଚନା ରହିଛି ।
ଖବର ମୁତାବକ, ନୂଆବର୍ଷର ପ୍ରଥମ ଦିନରେ ୩୫…