ସ୍କୁଲ ଭିତରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କଲା ଷଣ୍ଢ…
ମୁମ୍ବାଇ: ସ୍କୁଲରେ ପଶିଲା ଷଣ୍ଢ। ଷଣ୍ଢ ଆକ୍ରମଣରେ ବହୁ ଛାତ୍ରଛାତ୍ରୀ ଆହତ ମଧ୍ଯ ହୋଇଛନ୍ତି। ଏହିଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଲ ଛାତ୍ରଛାତ୍ରୀ ବିରତି ସମୟରେ ବିଦ୍ୟାଳୟର ପରିସରରେ ଖେଳୁଥିବା ବେଳେ ହଠାତ୍ ଏକ ଷଣ୍ଢ…