Latest Odisha News

BREAKING NEWS

ହ୍ୟାଣ୍ଡପମ୍ପ ପରେ ପଙ୍ଖା; ସନ୍ନି ଦେଓଲଙ୍କ ଫିଲ୍ମ ‘ଜାଟ’ର ପୋଷ୍ଟର ରିଲିଜ

ମୁମ୍ବାଇ: ୧୯ ଅକ୍ଟୋବରରେ ଆକ୍ସନ୍ ସୁପରଷ୍ଟାର୍ ସନ୍ନି ଦେଓଲ୍ ନିଜ ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସନ୍ନି ଦେଓଲ ନିଜର ଅପକମିଂ ଚଳଚ୍ଚିତ୍ର 'ଜାଟ'ର ପୋଷ୍ଟର ରିଲିଜ କରିଛନ୍ତି। ଯେଉଁଥିରେ ତାଙ୍କ ଡେଞ୍ଜରିୟସ୍ ଲୁକ୍ ଦେଖିବାକୁ ମିଳିଛି। ଗୋପୀଚାନ୍ଦ ମାଲିନେନି 'ଜାଟ'ର…

ରଣଜୀ ଟ୍ରଫି: ଶତକ ଅଭିମୁଖେ ଗୋବିନ୍ଦ ପୋଦ୍ଦାର, ଓଡିଶା ୧୯୮/୫

କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ମୁକାବିଲାରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୫ ୱିକେଟ ବିନିମୟରେ ୧୯୮ ରନ ସଂଗ୍ରହ କରିଛି । ଓଡିଶା ଏବେ ଜମ୍ମୁ ଏବଂ କଶ୍ମୀରର ସ୍କୋରଠାରୁ ୭୨ ରନ ପଛରେ ରହିଛି । ଅଧିନାୟକ ଗୋବିନ୍ଦ ପୋଦ୍ଦାର ୮୭ ଓ ଆଶୀର୍ବାଦ ସ୍ୱାଇଁ ୨୫ ରନ କରି…

ପ୍ରକାଶ ପାଇଲା ଓଏଏସ ରେଜଲ୍‌ଟ: ପ୍ରଥମ ସ୍ଥାନରେ ଶ୍ୱେତାଶ୍ରୀ ମହାପାତ୍ର

ଭୁବନେଶ୍ବର: ଓଏଏସ୍‌ ପରୀକ୍ଷା-୨୦୨୨ର ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଟପ ୧୦ ନମ୍ବରରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି। ସେହିପରି ଶ୍ୱେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ…

ନର୍ଭସ ୯୦ରେ ଆଉଟ ହେବାରେ ଗାଭାସ୍କର, ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୯୯ ରନ କରି ଆଉଟ ହୋଇ ଯାଇଛନ୍ତି । ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ୧୨ତମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଟେଷ୍ଟ କ୍ରିକେଟରେ ଦ୍ରୁତ ୨୫୦୦…

ଗନ୍ଧମାର୍ଦ୍ଦନ ଯୋଗାଇଦେବ କର୍କଟ ଭଳି ଦୁରାରୋଗର ଔଷଧ…

ସମ୍ବଲପୁର: ପୁଣି ଗବେଷଣାରେ ଆଉ ପାଦ ଆଗକୁ ଆଗେଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ତରଫରୁ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ମିଶ୍ରଣରୁ ମଧୁମେହ ଔଷଧର ପେଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏହା ସହିତ…

ଆଇଇଡି ବିସ୍ଫୋରଣରେ ୨ ଆଇଟିବିପି ଯବାନ ଶହୀଦ

ରାୟପୁର: ଶନିବାର ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଜଣ ଆଇଟିବିପି କର୍ମଚାରୀ ଶହୀଦ ହୋଇଛନ୍ତି। ଏହାସହ ଦୁଇଜଣ ପୋଲିସ ଆହତ ହୋଇଛନ୍ତି। ଦୁଇ ଜଣ ଇଣ୍ଡୋ-ତିବେତାନ ବୋର୍ଡର୍ ପୋଲିସ (ITBP) ଯବାନ ଶହୀଦ ହୋଇଛନ୍ତି। ବିସ୍ଫୋରଣ ପରେ ସେମାନଙ୍କୁ…

ସର୍ଫରାଜ, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ପୂନର୍ବାର ବ୍ୟାକଫୁଟରେ ଟିମ ଇଣ୍ଡିଆ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପୂନର୍ବାର ହରଡଘଣାରେ ଟିମ ଇଣ୍ଡିଆ ପଡିଛି । ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୪୬୨ ରନ କରି ଅଲଆଉଟ ହୋଇଯିବା ଫଳରେ ଏବେ ଭ୍ରମଣକାରୀ ଦଳ ସମ୍ମୁଖରେ ୧୦୭ ରନର ଟାର୍ଗେଟ ରହିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ଥିବାରୁ…

ଲୁଣ ପାଲଟିଛି ମୃତ୍ୟୁର କାରଣ, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଯଦି ଖାଦ୍ୟରେ ଲୁଣ ନଥାଏ ତେବେ ଖାଦ୍ୟର ସ୍ୱାଦ ବିଗିଡ଼ିଯାଏ। ଆମ ପାଟିରୁ ରୁଚେ ନାହିଁ। ତେଣୁ ଲୁଣ ବିନା ନିଜ ଜୀବନକୁ କଳ୍ପନା କରିହେବ ନାହିଁ। ଆମ ଜୀବନରେ ଲୁଣ କେତେ ଗୁରୁତ୍ୱପୂର୍ଣ୍ଣ ତାହା ନିଜେ ଜାଣିପାରୁଥିବେ। ଏହି ଲୁଣ ପାଇଁ ଦିନେ ଭାରତରେ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ…

ପୁଣି ଏକ ବୁଲେଟ୍ ପ୍ରୁଫ୍ କାର୍ କିଣିଲେ ସଲମାନ ଖାନ୍, କଣ ରହିଛି ଏହାର ବିଶେଷତା ?

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଅନେକ ଦିନରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଅଛନ୍ତି। ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କୁ ଲଗାତାର ଜୀବନରୁ ମାରିଦେବାର ମିଳୁଛି ଧମକ। ଯାହାପରେ ତାଙ୍କର ସିକ୍ୟୁରିଟିକୁ ଆହୁରି ବଢାଯାଇଛି। ସଲମାନ ଖାନଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ…

ଏଣିକି ବାଲିଯାତ୍ରାରେ ଗଡ଼ବ ଇ-ରିକ୍ସା, ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍‌ମେଣ୍ଟ ପର୍ଯ୍ୟନ୍ତ ମାଗଣାରେ ଚାଲିବ ବସ୍‌

କଟକ: ଏଣିକି ବାଲିଯାତ୍ରାରେ ଚାଲିବ ଇ-ରିକ୍ସା। ପୁରୀରୁ ଆସିବ ୩୦ଟି ଇ-ରିକ୍ସା। ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା ଚାଲିବ। ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ ଅଣାଯିବ। ତେବେ ଏହା…