Latest Odisha News

BREAKING NEWS

ଥମୁନି ହିଂସା, ଏବେବି ଟାର୍ଗେଟରେ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ବାଂଲାଦେଶରେ ଦିନ କୁ ଦିନ ବଢିବାରେ ଲାଗିଛି ହିନ୍ଦୁମାନଙ୍କ ପରିସ୍ଥିତି । ଦେଶରେ ମହମ୍ମଦ ୟୁନୁସ ସରକାର ଗଠନ ହେବାର ଇତି ମଧ୍ୟରେ ପ୍ରାୟ ୪ ମାସ ବିତିଗଲାଣି । ଏହି ନୂତନ ସରକାରଙ୍କ ଗଠନ ପରେ କିଛି ସଂଗଠନର ଅତ୍ୟାଚାର ମଧ୍ୟ ବୃଦ୍ଧି ପାଇଛି। ଯେଉଁ ସଂଗଠନ ଉପରେ ଶେଖ ହସିନା…

ଓଡିଶାରେ ଫେଙ୍ଗଲ ପ୍ରଭାବ, ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ବତ୍ୟା ‘ଫେଙ୍ଗଲ’ ପ୍ରଭାବରେ ରାଜ୍ୟରେ ପଣିପାଗରେ ସାମାନ୍ୟତମ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ଆକାଶ ମେଘାଚ୍ଛନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି । ସେହିପରି ଆଜିପାଇଁ ହାଲୁକାରୁ…

ନିର୍ବାଚନ ବେଳେ କାହିଁକି ବିଜେପି ପାଲଟିଲା ଓଡ଼ିଶାବାସୀଙ୍କ ପସନ୍ଦ, ମୋଦୀ ଫିଟାଇଲେ ଗୁମର

ଭୁବନେଶ୍ୱର: ରାଜ୍ୟରେ ବିଜେପି ପ୍ରଥମ ଥର ସରକାରକୁ ଆସିଛି। ନିର୍ବାଚନ ବେଳେ କିନ୍ତୁ ବିଜେପି ଲୋକଙ୍କ ପସନ୍ଦ ପାଲଟିବ ବୋଲି କେହି ଆକଳନ କରିନଥିଲେ। କିନ୍ତୁ ଫଳାଫଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ପୂର୍ବର ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ରାଜନୈତିକ ସମୀକ୍ଷକ…

ଓଡ଼ିଶାରେ ନଟ୍ ଆଉଟ୍ ପ୍ଲାନରେ ବିଜେପି; ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହଜାଇଲା ବିରୋଧୀଙ୍କ ନିଦ!

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ଏଯାବତ ତିନି ଥର ଓଡ଼ିଶାକୁ ଆସିଛନ୍ତି। ଆଉ ଦେଶର ସର୍ବୋଚ୍ଚ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତିକୁ ଦେଇଛି ବଡ଼ ବାର୍ତ୍ତା। ଆଉ ମୋଦୀଙ୍କ ଗସ୍ତ ଓଡ଼ିଶାକୁ କେନ୍ଦ୍ର ସରକାର ଅତି ନିକଟରୁ ଦେଖୁଛି ବୋଲି ଗୋଟିଏ…

ବିଜେପି ନେତାଙ୍କ ବୈଠକରେ ମୋଦୀଙ୍କ ‘ଗୁଜରାଟ ମଡ଼େଲ’ ଥିଓରୀ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ବିଜେପି ଏବେ ଜୋଶରେ। କାରଣ ଦଳର ମୁଖିଆ ମାନେ ଓଡ଼ିଶା ଆସିଛନ୍ତି। ଏହି ଅବସରରେ ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦଳର ସାଂସଦ, ବିଧାୟକ ଓ ନେତା ଏକାଠି ରାତ୍ରି ଭୋଜନ କରିଛନ୍ତି। ଏହି ସମୟରେ କୁଆଡେ ମୋଦୀଙ୍କ ସହ ଅନେକ ନେତା ନିଜ ମନର…

ଉଦଘାଟିତ ହେଲା ପୋଲିସ ଡିଜି ସମ୍ମିଳନୀ: ଜିରୋ ଟଲେରାନ୍ସ ପାଇଁ ଆହ୍ୱାନ ଦେଲେ ଶାହ

ଭୁବନେଶ୍ବର : ଉଦଘାଟିତ ହେଲା ପୋଲିସ ଡିଜି ସମ୍ମିଳନୀ। କଡ଼ାସୁରକ୍ଷା ମଧ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ୫୯ତମ ପୋଲିସ ଡିଜି ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି । ସ୍ବାଧୀନତା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଦ୍ୱିତୀୟ ଓ ତୃତୀୟ…

ଖସିଲା ଜିଡିପି ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ଅର୍ଥନୀତି କ୍ଷେତ୍ରରେ ଭାରତକୁ ବଡ଼ ଝଟକା। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇଛି। ଯାହାକି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସବୁଠୁ କମ। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରର ଖରାପ…

ବ୍ରେକ ଅପ୍ କରିବାର ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ନେଇଛନ୍ତି ବଡ ନିଷ୍ପତ୍ତି। ବ୍ରେକ ଅପ୍ କିମ୍ବା କଥା ଦେଇ ବିବାହ ନ କରିବା ଅପରାଧ ନୁହେଁ। ଆଜି ଏକ ନିଷ୍ପତ୍ତି ସମୟରେ ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବ୍ରେକ ଅପ୍ କିମ୍ବା କଥା ଦେଇ ବିବାହ ନକରିବାର ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ହୋଇନଥାଏ।…

କଂଗ୍ରେସରେ ଉପରୁ ତଳ ଯାଏ ପରିବର୍ତ୍ତନ ଜରୁରୀ: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ହୋଇଛି। ନିର୍ବାଚନ ଫଳାଫଳକୁ ନେଇ ନିରାଶ ହେବା ଉଚିତ୍ ନୁହେଁ। ବରଂ ଦଳକୁ ମଜବୁତ କରିବା ପାଇଁ ଉପରୁ ତଳ ପର୍ଯ୍ୟନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି କଂଗ୍ରେସ…

ଜଙ୍ଗଲ ସୁରକ୍ଷା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ଅଧିକାଂଶ ଜଙ୍ଗଲରେ ଅବାଧ ଶିକାର ବୃଦ୍ଧି ପାଉଛି । ଶିକାରୀ ମାନଙ୍କର ଉତ୍ପତା ବଢିବାରେ ଲାଗିଛି । କେତବେଳେ ବାଘ ଛାଲ, ନଖ ଜବତ ହେଲାଣି ତ ଆଉ କେତବେଳେ ଜୀବନ୍ତ ବଜ୍ର କାପ୍ତା ଚୋରାଚାଲାଣ ବେଳେ ଧରା ପଡୁଛନ୍ତି । ଅନେକ ସମୟରେ ତ ବାରାହା ପାଇଁ ବିଛାଯାଇଥିବା…