ଚାଲିଗଲା ଜୀବନ: ଭାରି ପଡିଲା କମ୍ପାନୀକୁ ବିରୋଧ କରିବା!
ନୂଆଦିଲ୍ଲୀ: ପୁଣି ବିଦେଶରେ ଜଣେ ଭାରତୀୟଙ୍କ ସନ୍ଦେହଜନକ ମୃତ୍ୟୁ । ସୁଚିର ବାଲାଜୀ ନାମକ ଜଣେ ଭାରତୀୟ-ଆମେରିକୀୟ ଓପନ ଏଆଇ ଗବେଷକଙ୍କର ଗତ ୨୬ ତାରିଖ ଦିନ ସାନ ଫ୍ରାନ୍ସିସ୍କୋ ଆପାଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା । ହେଲେ ୨୬ ବର୍ଷୀୟ ଓପନ ଏଆଇ ଗବେଷକଙ୍କ ମୃତ୍ୟୁ କେମିତି…