Latest Odisha News

BREAKING NEWS

ଭାଷାର ବିକାଶ ପାଇଁ ପ୍ରୁଫ୍-ସଂଶୋଧକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଭାଷାର ଉନ୍ନତି ପାଇଁ ବର୍ଣ୍ଣାଶୁଦ୍ଧିର ଯେତିକି ଆବଶ୍ୟକତା ରହିଛି ପ୍ରୁଫ୍-ସଂଶୋଧନର ସେତିକି ମଧ୍ୟ ଗୁରୁତ୍ବ ରହିଛି। ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ ଆଦିରେ ଠିକ୍‌ ଭାବରେ ପ୍ରୁଫ୍-ସଂଶୋଧନ ହେଉନଥିବାରୁ ମାତ୍ରାଧିକ ବର୍ଣ୍ଣାଶୁଦ୍ଧି ଦେଖାଦେଉଛି। ଏହାଦ୍ବାରା ଭାଷା ବିକୃତ ହେଉଛି। ଆମ…

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସ ଭବନରୁ ନାଗ ସାପ ଉଦ୍ଧାର

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେ ଦେଖିବାକୁ ମିଳିଛି ନାଗ ସାପ। ସନ୍ଧ୍ୟା ୮ଟା ସମୟରେ ଏହି ନାଗ ସାପଟି ପଶି ଯାଇଥିଲା। ଖବର ପାଇ ସ୍ନେକ ହେଲ୍ପଲାଇନ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ରାଜଭବନ  ଛକରେ ଥିବା VIIR-1…

ମାଲକାନଗିରିରେ ନିର୍ମାଣ ହେବ ସିମେଣ୍ଟ କାରଖାନା, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ମାଲକାନଗିରି: ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୪୦୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ୨୦୦୦ରୁ ଅଧିକ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ଏନେଇ ଶନିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି…

ବ୍ୟାଡମିଂଟନ ଷ୍ଟାର ସିନ୍ଧୁ-ଭେଙ୍କଟଙ୍କ ନିର୍ବନ୍ଧ ସମ୍ପନ୍ନ

ଉଦୟପୁର: ୨ ଥର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଓ ଭେଙ୍କଟ ଦତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଡିସେମ୍ବର ୨୨ରେ ଉଦୟପୁରରେ ଉଭୟ ବିବାହ କରିବେ । ଡିସେମ୍ବର ୨୪ରେ ହାଇଦ୍ରାବାଦରେ ସେମାନେ ରିସେପ୍ସନ ଦେବେ । ସିନ୍ଧୁ ଶନିବାର ସୋସିଆଲ ମିଡିଆରେ ନିର୍ବନ୍ଧ ଫଟୋ…

ମଧୁପାଟଣା ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌। କଟକ ମଧୁପାଟଣା ଛକରେ ଘଟିଛି ଏହି ଅଘଟଣ। ବସ୍‌ଟି ଭୁବନେଶ୍ୱରରୁ କଟକ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି। କଟକ-ଭୁବନେଶ୍ବର ଯାଉଥିବା ସମୟରେ ମଧୁପାଟଣା ଛକରେ ବସରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ଏହି ବସ୍‌ଟି ଡିଜେଲ୍‌…

୪୬ ବର୍ଷ ପରେ ଖୋଲିଲା ସମ୍ଭଲରେ ଥିବା ଏହି ମନ୍ଦିର…

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରୁ ଏକ ବହୁ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିଛି। ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଥିବା ବେଳେ ବିଦ୍ୟୁତ୍ ଚୋରି ନେଇ ସ୍ଥାନୀୟ ପ୍ରଶାସନର ଚଢ଼ାଉ ସମୟରେ ଆଜି ଏହି ମନ୍ଦିର ଠାବ କରାଯାଇଛି। ଏହାପରେ ପ୍ରଶାସନ…

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରୁ ମାସକୁ ମିଳିବ ୨୦,୦୦୦ ଟଙ୍କା ପେନସନ୍ , ୮.୨% ହାରରେ ସୁଧ ପାଇବେ

ନୂଆଦିଲ୍ଲୀ: ପୋଷ୍ଟଅଫିସରେ ବରିଷ୍ଠ ନାଗରିକଙ୍କୁ ଧ୍ୟାନରେ ରଖି ଏକ ସଞ୍ଚୟ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାର ନାମ ହେଉଛି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS) | ଏହି ଯୋଜନାରେ ୮.୨% ହାରରେ ସୁଧ ଦିଆଯାଉଛି | କୌଣସି ଭାରତୀୟ ନାଗରିକ ଯିଏ ୬୦ ବର୍ଷରୁ ଅଧିକ, ଏହି ଯୋଜନାରେ ନିବେଶ…

ଶକୀବ ଉଲ ହାସନଙ୍କୁ ବାସନ୍ଦ କଲା ଇସିବି

ଲଣ୍ଡନ: ଅବୈଧ ବୋଲିଂ ଆକ୍ସନ ନେଇ ଇଂଲଣ୍ଡ ଏବଂ ୱେଲସ କ୍ରିକେଟ ବୋର୍ଡ ବାଂଲାଦେଶୀ ସ୍ପିନର ଶକୀବ ଉଲ ହାସନଙ୍କୁ ବାସନ୍ଦ କରିଛି । ଆଗକୁ ସେ ଇସିବିର କୌଣସି ମୁକାବିଲାରେ ଖେଳି ପାରିବେ ନାହିଁ । କାଂଉଟି ଚାମ୍ପିୟନଶିପ ସରେ ପକ୍ଷରୁ ବୋଲିଂ କରିବା ବେଳେ ଅମ୍ପାୟର ତାଙ୍କ ବୋଲିଂ ଆକ୍ସନ ନେଇ ନୋ…

ଭାଇରାଲ୍ ହେଉଛି ଡିଭୋର୍ସ ମେହେନ୍ଦି, ଭିନ୍ନଭିନ୍ନ ଡିଜାଇନରେ ବଖାଣିଲେ ବିବାହ ପରର ନିର୍ଯ୍ୟାତନା

ନୂଆଦିଲ୍ଲୀ: ବାହାଘରରେ ସମସ୍ତେ ମେହେନ୍ଦୀ ଲଗାଇବାକୁ ପସନ୍ଦ କରନ୍ତି। ଇଣ୍ଟରନେଟରେ ‘ବ୍ରାଇଡାଲ୍ ମେହେନ୍ଦି ଡିଜାଇନ୍’ ଲେଖିଲେ ଶହ ଶହ ଡିଜାଇନ୍ ଆସିଯାଏ। ତେବେ ଆଜିକାଲି ସୋସିଆଲ ମିଡିଆରେ 'ଛାଡପତ୍ର ମେହେନ୍ଦୀ'ର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଲାଣି। ତେବେ ଏମିତି ଏକ ଘଟଣା…