ପଥରରେ ଛେଚି ପୋଲିସ ପତ୍ନୀଙ୍କୁ ହତ୍ୟା ଉଦ୍ୟମରେ ପୋଲିସ ସ୍ଵାମୀ ନିଲମ୍ବିତ
ବଲାଙ୍ଗୀର: ନିଲମ୍ବିତ ହେଲେ ରିଜର୍ଭ ପୋଲିସ କନଷ୍ଟେବଳ ଜ୍ୟୋତି ପ୍ରଧାନ। ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ସ୍ୱାମୀ। ବଲାଙ୍ଗିର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି।
ସୂଚନା ଅନୁଯାୟୀ, ପୋଲିସ କନଷ୍ଟେବଳ ଥିବା ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ ପୋଲିସ ସ୍ବାମୀ। ଗତ ୮…