ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ରେଳବାଇର ୩କୋଟି କ୍ଷତି
ନୂଆଦିଲ୍ଲୀ: ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା ଏବଂ ଏହାର ପ୍ରଭାବ ପରିବାର ଉପରେ ମଧ୍ୟ ପଡିଥାଏ।
କିନ୍ତୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ଭାରତୀୟ ରେଳବାଇ ପ୍ରଭାବିତ ହୋଇଛି। କେବଳ ଏତିକି ନୁହେଁ ସ୍ୱାମୀଙ୍କୁ…