ବିଷ ପାଲଟିଲାଣି ହୀରାକୁଦ ଜଳଭଣ୍ଡାରର ପାଣି!
ସମ୍ବଲପୁର: ହୀରାକୁଦ ଡ୍ୟାମ୍ ର ପାଣିକୁ ନେଇ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ଫଳରେ ପାଣିର ମାନ ଅତ୍ୟନ୍ତ ଖରାପ ହେଉଥିବା ଜଣାପଡିଛି । ଫଳରେ ମଣିଷ ସମେତ ସମଗ୍ର ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟି…