ମାଲକାନଗିରିରେ ଦୁର୍ଘଟଣାରେ ମୃତ୍ୟୁ ଘଟଣା; ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା
ଭୁବନେଶ୍ୱର: ମାଲକାନଗିରିରେ ଏକ ସରକାରୀ ବସ୍ ଏବଂ ବାଇକ ଧକ୍କାରେ ୩ ଜଣ ପ୍ରାଣ ହରାଇବା ଘଟଣାରେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ପ୍ରାଣ ହରାଇଥିବା ତିନି ଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ସହ ଗଭୀର ସମବେଦନା ଜଣାଇଛନ୍ତି…