ଭାରତର ସବୁଠୁ ବଡ ଶ୍ମଶାନ ଘାଟ, ଯେଉଁଠି ଚିତା ହୁଏନି ଥଣ୍ଡା
ବାରଣାସୀ: ଭାରତରେ ଏମିତିରେ ଦେଖିବାକୁ ଗଲେ ଅନେକ ସଂଖ୍ୟାରେ ଶ୍ମଶାନ୍ ଘାଟ ରହିଛି । ଯେଉଁଠାରେ ମୃତବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । କିନ୍ତୁ ଆମ ଦେଶରେ ଏପରି ଏକ ଶ୍ମଶାନ ଘାଟ ଅଛି ଯାହାକି ଦେଶର ସବୁଠାରୁ ବଡ ଶ୍ମଶାନ ଘାଟ ଭାବରେ ପରିଚିତ l ସବୁଠାରୁ ବଡ କଥା ହେଉଛି ଏଠାରେ କେବେ ବି…