ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ସେବନ ନୀରବ ଘାତକ, ଶୀଘ୍ର ଆସେ ବାର୍ଦ୍ଧକ୍ୟ
ବଜାରରେ ବିକ୍ରି ହେଉଥିବା ପ୍ରକ୍ରିୟାକୃତ ପ୍ୟାକେଟ୍ ଖାଦ୍ୟର ଗୁଣବତ୍ତା ବିଷୟରେ କେବେ ଚିନ୍ତା କରିଛନ୍ତି କି? ଖାଉଟିମାନେ ଅଧିକ ଟଙ୍କା ଦେଇ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ନିମ୍ନମାନର ଖାଦ୍ୟ କ୍ରୟ କରୁଛନ୍ତି। ଖାଉଟିମାନେ ଚକଚକିଆ ପ୍ୟାକେଟ୍ରେ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ବିଷ କ୍ରୟ…