ହ୍ୟାଙ୍ଗଜାଇଟି କ’ଣ, ଏହା ମଦ୍ୟପାନ ସହିତ ଜଡିତ କି?
ମଦ୍ୟପାନ କେବଳ ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ ନାହିଁ ବରଂ ଏହା ସ୍ନାୟୁଗତ କାର୍ଯ୍ୟକୁ ମଧ୍ୟ ଅସନ୍ତୁଳିତ କରିଥାଏ। ଏହାସହ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ। ଆଜିକାଲି ଅନେକ ଲୋକ ଏହି ସମସ୍ୟା ଦ୍ୱାରା ଅନେକ ଅସୁବିଧାରେ ପଡ଼ନ୍ତି, ଯାହାକୁ ହ୍ୟାଙ୍ଗଜାଇଟି କୁହାଯାଏ। ଏହା ଦୁଇଟି…