Latest Odisha News

BREAKING NEWS

AI ନିର୍ମିତ ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓ ଲଞ୍ଚ

ଭୁବନେଶ୍ୱର: AI ନିର୍ମିତ ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓ ଲଞ୍ଚ। ମ୍ୟୁଜିକ୍ ଭିଡିଓ "ତୁ କାଇଁ ଲାଗୁଛୁ ମୋତେ" ଲଞ୍ଚ ହୋଇଯାଇଛି |ମ୍ୟୁଜିକ୍ ଭିଡିଓ ୟୁଟ୍ୟୁବରେ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ଯ ମିଳୁଛି। ଭିଡିଓରେ କୋଲକାତାର ଆଇକନିକ୍ ପାର୍କ ଷ୍ଟ୍ରିଟ୍ ମଧ୍ଯ…

ଓଡିଶା ସିନିୟର ମହିଳା ହକି ଚାମ୍ପିୟନଶିପ ଆରମ୍ଭ

ରାଉରକେଲା: ହକି ଆସୋସିଏଶନ ଓଡିଶା ପକ୍ଷରୁ ସିନିୟର ମହିଳା ଚାମ୍ପିୟନଶିପ ସ୍ଥାନୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିୟନଶିପରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ସୋମବାର ଅନୁଷ୍ଠିତ ମୁକାବିଲାରେ ନୟାଗଡ ୫-୦ ଗୋଲରେ ସମ୍ବଲପୁରକୁ, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା…

୪ ହଜାରରୁ ଉର୍ଦ୍ଧ୍ବ କଫ୍‌ ସିରପ ବୋତଲ ଜବତ, ୧୭ ଗିରଫ

ବରଗଡ: ବରଗଡ ସହରରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ନିଶା କରବାର । ଏହାକୁ ରୋକିବା ଦିଗରେ ପୋଲିସ ମଧ୍ୟ ନୂତନ କୌଶଳ ଆପଣେଇ ନିଶା ବେପାରୀ ମାନଙ୍କୁ ଧରିବାରେ ସଫଳ ହୋଇଛି l ତେବେ ବରଗଡ଼ ରିଜର୍ଭ ପୋଲିସ ଛକରେ ବ୍ୟାପକ ମାତ୍ରାରେ କଫ ସିରପ ଜବତ କରିଛି ଟାଉନ ପୋଲିସ । ସୋମବାର ଦିନ…

କ୍ଷୀରରେ ଅପମିଶ୍ରଣ, ଚଢାଉ ପରେ ତନାଘନା

କଟକ: ପୂର୍ବରୁ ଅନେକ ସମୟରେ ଘିଅ, ଖାଇବା ତେଲ, ମସଲାଗୁଣ୍ଡ, ହଳଦୀ ଗୁଣ୍ଡ ତ ପୁଣି କେବେ ଅନେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଖବର ସାମ୍ନାକୁ ଆସିଛି । ଆଉ ଏହାକୁ କିଣି ଖାଉଛନ୍ତି ଲୋକେ । ଫଳରେ ନା ନା ରୋଗରେ ପୀଡିତ ହେଉଛନ୍ତି । ସେହିପରି ପୁଣି ଏକ ନକଲି ସାମଗ୍ରୀ ସାମ୍ନାକୁ ଆସିଛି…

ରିଲିଜ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ ରିଲିଜ କରିଛି । ଗୀତର ଶୀର୍ଷକ ହ୍ୱାଟଏଭର ଇଟ ଟେକସ ରହିଥିବା ବେଳେ ଭାରତର ଲୋକପ୍ରିୟ ମହିଳା ପପ ଗ୍ରୁପ ଡବ୍ଲ୍ୟୁଆଇଏସଏଚ ଏହାକୁ ଗାଇଛନ୍ତି । ଏହି ଗୀତରେ ଭାରତୀୟ ଟିମର ଉପଅଧିନାୟିକା ସ୍ମୃତି…

ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଚିହ୍ନଟ। କେରଳର ମାଲାପୁରମ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସର କ୍ଲେଡ୍ ୧ ବି ଷ୍ଟ୍ରେନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଯୁବକ ଜଣକ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଫେରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ଯବସ୍ଥା…

ଲେବାନନ ଉପରେ ୩୦୦ରୁ ଊର୍ଦ୍ଧ୍ୱ ମିସାଇଲ ଆକ୍ରମଣ କଲାଣି ଇସ୍ରାଏଲ

ନୂଆଦିଲ୍ଲୀ: ଲେବାନନ ଓ ଇସ୍ରାଏଲ ମଧ୍ୟରେ ଉପୁଜିଥିବା ସଂଘର୍ଷ ତୀବ୍ର ହେବାରେ ଲାଗିଛି । ସୋମବାର ଇସ୍ରାଏଲ ୩୦୦ରୁ ଊର୍ଦ୍ଧ୍ୱ ମିସାଇଲ ଲେବାନନ ଉପରେ ଆକ୍ରମଣ କରିଛି । ଏଥିରେ ୧୮୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏହି ଆକ୍ରମଣ ପରେ ଲେବାନନରେ ୨ ଦିନ ପାଇଁ…

ଦରଦାମ କଥା ଉଠାଇ ସରକାରଙ୍କୁ ଘେରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି । କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି । ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ବିକାଶ ଯଥା, ମେଡିକାଲ କଲେଜ,…

ଅଲୋଡା ଶିଶୁ କନ୍ଯା; କ୍ୟାପିଟାଲ ହସ୍ପିଟାଲର ଡଷ୍ଟବିନରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଡଷ୍ଟବିନରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଡାକ୍ତରଖାନାର କିଛି ଲୋକ ଶିଶୁ କନ୍ୟାକୁ ଓଡ଼ିଶା ସରକାରଙ୍କ ପେଡିଆଟ୍ରିକ୍ ୱାର୍ଡ ନିକଟରେ ଥିବା ଡଷ୍ଟବିନ ଭିତରେ ପଡ଼ିଥିବାର…

କିଏ ସେ ତୁମ୍ବାଡ ଫିଲ୍ମର ଦେବତା ହସ୍ତର, କ’ଣ ତାଙ୍କ ଅସଲ କାହାଣୀ?

ମୁମ୍ବାଇ: ସୋହମ୍ ଶାହାଙ୍କ ଚଳଚ୍ଚିତ୍ର ତୁମ୍ବାଡ ୨୦୧୮ରେ ମୁକ୍ତିଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ଏହାର ପୁନଃ ରିଲିଜ୍ ପରେ ଅଧିକ ଆଲୋଚନାର କେନ୍ଦ୍ର ପାଲଟିଛି । ଲୋକମାନେ ବିଶେଷ ଭାବରେ ଏହି ଚଳଚ୍ଚିତ୍ରର ହସ୍ତରଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଛନ୍ତି । ତେବେ ଜାଣନ୍ତୁ ଏହି…